ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ । ମହାରାଷ୍ଟ୍ର ଔରଙ୍ଗାବାଦର ଚାଳିଶିଗାଁ ଅଂଚଳରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ଫଳରେ ରାସ୍ତା ଜାମ୍ । ଯାତାୟତ ସମ୍ପୂର୍ଣ୍ଣ ଠପ୍ ।