• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mahanadi Issue

‘ଆଗ କାମ ବନ୍ଦ କର ତା ପରେ ଆଲୋଚନା’
Mahanadi: ମହାନଦୀ ଆଲୋଚନାକୁ ବିଜେଡିର କଟାକ୍ଷ, ‘ଛତିଶଗଡ଼ର ଜିଦଖୋର ମନୋଭାବ ପାଇଁ ହୋଇପାରିନି ସମାଧାନ’

ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସ୍ୱାଗତଯୋଗ୍ୟ। ତେବେ ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବାକି ବ୍ୟାରେଜ କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ।

dama rout
 ବିଜେଡିକୁ ପୁଣି ବାଣ ମାରିଲେ ଦାମ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ବିଜେଡିକୁ ପୁଣି ବାଣ ମାରିଲେ ଦଳର ବରିଷ୍ଠ ନେତା ଦାମୋଦର ରାଉତ। ମହାନଦୀର ଏବର ଗତି ଓ ସ୍ଥିତି, ନଅଙ୍କ ଦୁର୍ଭିକ୍ଷ କଥା ମନେପକାଇ ଦେଉଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଏ ସଂପର୍କରେ ଚିନ୍ତା ନକରି ଫାଲ୍‌ତୁ କାରବାରରେ ମାତିଛନ୍ତି। ସରକାରଙ୍କ କଳସ ଓ ସାଇକେଲ ଆନ୍ଦୋଳନ ଭୋଟ୍ ଆଣିପାରେ, ହେଲେ ଦୁଇ -ତୃତୀୟାଂଶ ଲୋକଙ୍କ ଭାଗ୍ୟର ବିପର୍ଯ୍ୟୟ ଆଣିବ ବୋଲି ଦାମ କହିଛନ୍ତି। […]