ଦୀର୍ଘ ଦିନ ଧରି ଲୁଚାଛପା ସଂପର୍କରେ ରହିଲା ପରେ ଗତ ବର୍ଷ ଡିସେମ୍ବରରେ ଭିକି କୌଶଲ-କ୍ୟାଟ୍ରିନା କୈଫ୍ ବିବାହ କରିଥିଲେ। ଏବେ ‘କଫି ୱିଥ୍ କରନ ସିଜନ ୭’ ରେ କ୍ୟାଟ୍ରିନା କୈଫ୍ ଭିକିଙ୍କୁ ନେଇ ଅନେକ ଖୁଲାସା କରିଛନ୍ତି। ସେ ତାଙ୍କ ରାଡରରେ ନଥିବା କହିବା ସହ ଆହୁରି ଅନେକ କିଛି କହିଛନ୍ତି।