ଏୟାର ଇଣ୍ଡିଆ ଅନେକ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଆବେଦନକୁ ଆମନ୍ତ୍ରଣ କରିଛି। ୪୯୫ ପୋଷ୍ଟ୍ ପୂରଣ ହେବ। ବିନା ପରୀକ୍ଷାରେ କେବଳ ସାକ୍ଷାତକାର ମାଧ୍ୟମରେ ଏହିସବୁ ପୋଷ୍ଟ୍ ପୂରଣ ହେବ।