• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Jharapada Jail

ଜେଲ୍‌ରେ ସାବିତ୍ରୀ ପାଳିଲେ ଅର୍ଚ୍ଚନା ନାଗ
ଜେଲ୍‌ରେ ସାବିତ୍ରୀ ବ୍ରତ ପାଳନ କଲେ କଏଦୀ...ସାମିଲ୍ ହେଲେ ଅର୍ଚ୍ଚନା ନାଗ, ଦେଖନ୍ତୁ ଝଲକ୍

ଝାରପଡା ଜେଲ ପରିସରରେ ଆଜି ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ଏନେଇ ଜେଲ ପକ୍ଷରୁ ସେମାନଙ୍କ ପାଇଁ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ନୂଆ ଶାଢି ,ଭୋଗ,ଫଳ, ଶଙ୍ଖା,ସିନ୍ଦୂର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଜେଲ ବିଭାଗର ଲକ୍ଷ୍ୟ ରହିଥିବା କର୍ତ୍ତୃପକ୍ଷ କହିଛନ୍ତି।