ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଅବସ୍ଥା ପାଇଁ ଯୁବକମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେବେ ଯୁବକମାନଙ୍କ ବିକାଶ ପାଇଁ ସରକାର ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇପାରିବେ। ତେବେ ଏମିତି କିଛି ପଦକ୍ଷେପ ଅଛି, ଯୁବକମାନଙ୍କ ବିକାଶ ପାଇଁ ସରକାର ନେବା ଜରୁରୀ। ଆସନ୍ତୁ ସେସବୁ ଜାଣିବା।