ବାତ୍ୟା ଆଉ ଓଡିଶା ପ୍ରାୟ ଓତଃପ୍ରୋତ ଭାବେ ଜଡିତ। ଅଧିକାଂଶ ଘୂର୍ଣ୍ଣିବଳୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବେଳେ ଓଡିଶାରେ ଅବତରଣ କରିଥାଏ। ଗତ ୨୨ ବର୍ଷ ମଧ୍ୟରେ ଓଡ଼ିଶା ୧୦ଟି ବାତ୍ୟାର ସମ୍ମୁଖୀନ ହୋଇଛି। ତେବେ ଆସନ୍ତୁ ନଜର ପକେଇନେବା…