• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Fuel Price In India

fuel rate in india
ଚତୁର୍ଥ ଦିନରେ କମିଲା ଡିଜେଲ ସହ ପେଟ୍ରୋଲର ଦର

ପେଟ୍ରୋଲ ଦର ସ୍ଥିର ଥିବାବେଳେ ଲଗାତାର ତିନି ଦିନ ହେବ କମିଆସୁଥିଲା ଡିଜେଲ ଦର । ହେଲେ ୪ ର୍ଥ ଦିନରେ ଆଜି ଡିଜେଲ ସହ ପେଟ୍ରୋଲ ଦର ମଧ୍ୟ କମିଛି।  ଭାରତୀୟ ତୈଳ କମ୍ପାନୀ ତଥା ଇଣ୍ଡିଆନ ଅଏଲ ପକ୍ଷରୁ ଆଜି ପେଟ୍ରୋଲ ଓ ଜିଜେଲର ନୂଆ ଦର ଲାଗୁ ହୋଇଛି ।