FCI ମ୍ୟାନେଜର ପଦବୀ ପୂରଣ ପାଇଁ ଆବେଦନକୁ ଜାରି କରିଛି। ଏହି ପୋଷ୍ଟ୍ଗୁଡିକ ପାଇଁ ଆବେଦନ ପ୍ରକ୍ରିୟା ଅଗଷ୍ଟ ୨୭ରୁ ଆରମ୍ଭ ହେବ। ଏହି ନିଯୁକ୍ତି ପ୍ରକ୍ରିୟାରେ ସମୁଦାୟ ୧୧୩ଟି ପଦ ପୂରଣ ହେବ।