ଫିରୋଜାବାଦର ଚୁଡି ବଜାରରେ ବୋରୋସିଲ କାଚର ଚୁଡି ଭଲ ବିକ୍ରି ହୁଏ। ଏହି ଚୁଡିଗୁଡିକ ଖୁବ ସୁନ୍ଦର ଏବଂ ଖୁବ ଶସ୍ତା ମଧ୍ୟ ହୋଇଥାଏ। ମହିଳାମାନେ ସାଲୱାର୍ ସୁଟ୍ ସହିତ ସହଜରେ ଏହାକୁ ପିନ୍ଧିପାରିବେ। ଏହା ଖୁବ ସୁନ୍ଦର ଦିଶୁଥିଲେ ମଧୁ ଏଗୁଡିକର ମୂଲ୍ୟ ୧୫ ଟଙ୍କାରୁ ଆରମ୍ଭ ହୋଇଥାଏ।
ଟଙ୍କା ନେବା ପରେ ସେ ଆଉ ଧରା ଛୁଆଁ ଦେଇନଥିଲା। ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ଛାତ୍ରୀ।ଅଭିଯୁକ୍ତ ନାଁରେ ପୂର୍ବରୁ ସହିଦ ନଗର ଥାନାରେ ମଧ୍ୟ ଠକେଇ ମାମଲା ରହିଥିବା ପୋଲିସ କହିଛି।