ବିଲ ମଝିରେ ଗଳିତ ମୃତଦେହ ଉଦ୍ଧାର। ଗୋଟିଏ ସ୍ଥାନରେ ଶରୀରର କିଛି ଅଂଶ ପଡ଼ିଥିବା ବେଳେ ଅନ୍ୟ ସ୍ଥାନରେ ପଡ଼ିଛି ଆଉ କିଛି ଅଂଶ। ଶରୀର ଠାରୁ ପ୍ରାୟ ୨୦୦ ମିଟର ଦୂରରେ ପଡ଼ି ରହିଛି ମୁଣ୍ଡ ଓ ୨ଟି ହାତ।