• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Coal India Limited

CIL Recruitment 2025 apply for 434 post
CIL Recruitment 2025: କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ପୂରଣ ହେବ ମ୍ୟାନେଜମେଣ୍ଟ ଟ୍ରେନି ପଦବୀ

କୋଲ୍ ଇଣ୍ଡିଆ ଲିମିଟେଡ୍ (CIL)ରେ ଅନେକ ପଦବୀ ପୂରଣ ହେବ। ଏନେଇ CIL ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Coal India Limited Recruitment
Coal India Limited Recruitment: କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ପୂରଣ ହେବ ମ୍ୟାନେଜ୍‌ମେଣ୍ଟ୍ ଟ୍ରେନି ପଦବୀ

କୋଲ୍ ଇଣ୍ଡିଆ ଲିମିଟେଡ୍(CIL)ରେ ପୂରଣ ହେବ ମ୍ୟାନେଜ୍‌ମେଣ୍ଟ୍ ଟ୍ରେନି ପଦବୀ। ଏନେଇ କୋଲ୍ ଇଣ୍ଡିଆ ଲିମିଟେଡ୍ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Coal shortage in India power crisis
ଦେଶରେ କୋଇଲା ସଙ୍କଟ; ଅଛିକି ଭାରତ ପାଖେ ବିକଳ୍ପ?

ଦେଶର ସମ୍ଭାବ୍ୟ ଶକ୍ତି ସଙ୍କଟ ଯୋଗୁଁ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ଉପରେ ବିତର୍କ ଚାଲିଛି। ପ୍ରଶ୍ନ ଉଠିଛି ଯେ ଯଦି କୋଇଲା ଯୋଗାଣର ଏହି ଅବସ୍ଥା ଳାଗି ରହେ, ତେବେ ଏହାକୁ ଦୂରକରିବା ପାଇଁ ଭାରତ ସାମ୍ନାରେ କୌଣସି ଉପାୟ ଅଛି କି? କିନ୍ତୁ ଆଜି ଦେଶରେ ଦେଖାଯାଉଥିବା ଏହି ଶକ୍ତି ସଙ୍କଟ ଗୋଟିଏ ଦିନର ପରିସ୍ଥିତି ନୁହେଁ। ଏହାର ଦୀର୍ଘକାଳୀନ ପ୍ରଭାବ ପଡ଼ିବ।