• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bijoya Dashami

Flourishing everywhere in Vijaya Dashami
ବିଜୟା ଦଶମୀରେ ପ୍ରଫୁଲ୍ଲିତ ଚଉଦିଗ; କେଉଁଠି ଦହିପଖାଳ, କେଉଁଠି ମାଛ ଭୋଗ

ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ଦିବସ ବିଜୟା ଦଶମୀରେ ଆଜି ମାଆ ମହିଷାମର୍ଦ୍ଦିନୀଙ୍କୁ ସ୍ୱତନ୍ତ୍ର ଆରାଧନା ସହ ପୂଜାର୍ଚ୍ଚନା କରାଯାଇଛି। ବିଭିନ୍ନ ପୂଜାମଣ୍ଡପରେ ମାଆଙ୍କୁ ଭଳି କି ଭଳି ସ୍ୱତନ୍ତ୍ର ନୈବେଦ୍ୟ ଲାଗି ହୋଇଛି ଆଉ ବଙ୍ଗୀୟ ସଂପ୍ରଦାୟର ମହିଳାମାନେ ସିନ୍ଦୂର ଖେଳରେ ମାତିଛନ୍ତି। ଆସନ୍ତାକାଲି ମାଆଙ୍କୁ ମେଲାଣି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।

Vijaya Dashami | Married Women Participate In Sindur Khela At Durga Mandap In Sambalpur
ଆଜି ସିନ୍ଦୁର ଖେଳ

ଆଜି ପବିତ୍ର ବିଜୟା ଦଶମୀ ଅବସରରେ ପଶ୍ଚିମବଙ୍ଗ ବୀରଭୂମରେ ମହିଳାମାନେ ଧୂମଧାମରେ ଉତ୍ସବ ପାଳନ କରିଛନ୍ତି.. ପରମ୍ପରା ଅନୁଯାୟୀ ମହିଳାମାନଙ୍କ ସିନ୍ଦୁର ଖେଳ ଦେଖନ୍ତୁ.

Dussehra | Bijaya Dashami Rituals Begins In Durga Puja Mandaps | Updates From Cuttack
ଦଶହରାର ନାହିଁ ଉତ୍ସାହ

ଦଶହରାର ନାହିଁ ଉତ୍ସାହ। କେବଳ ପୀଠରେ ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ, ଆଜି ସ୍ୱତନ୍ତ୍ର ଅପରାଜିତା ପୂଜା ହେବ

Bijay Dashami | Puri Srimandir Closed For Devotees Today
ଆଜି ବନ୍ଦ ରହିବ ଶ୍ରୀମନ୍ଦିର

ଆଜି ବନ୍ଦ ରହିବ ଶ୍ରୀମନ୍ଦିର। କାଲି ବି ଦିନ ୧୨ଟା ପରେ ବନ୍ଦ ରହିବ ଜଗା ଦର୍ଶନ, ମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହେଲା ନୂଆ SOP

Bijaya Dashami | Rituals Begin In Several Mandaps In Odisha
ଆଜି ମାଆଙ୍କ ଦଶହରା ବା ବିଜୟା ଦଶମୀ

ଅଧର୍ମ ଉପରେ ଧର୍ମର ଜୟ, ଅସତ୍ୟ ଉପରେ ସତ୍ୟର ବିଜୟ। ଆଜି ମାଆଙ୍କ ଦଶହରା ବା ବିଜୟା ଦଶମୀ ପର୍ବ ସେପଟେ ଆଜି ମାଆ କାକୁଡ଼ିଖାଇଙ୍କର ଚାଲିଛି ସ୍ୱତନ୍ତ୍ର ପୂଜା