women crickter Photograph: (OTV)
ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ । ୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ ଅଭିଯୋଗ ହୋଇଛି । ଇନ୍ଦୋରରେ କାଫେକୁ ଯିବାବେଳେ ଜଘନ୍ୟକାଣ୍ଡ ଘଟିଛି ।
ଜଣେ ବାଇକ୍ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ସିସିଟିଭିରେ ବାଇକ୍ ଆରୋହୀକୁ ଚିହ୍ନଟ କରାଯାଇଛି । ଅଭିଯୁକ୍ତକୁ ଖୋଜୁଛି ପୋଲିସ । ବିଶ୍ବକପ ମ୍ୟାଚ୍ ଖେଳିବାକୁ ଇନ୍ଦୋର ଆସିଛି ଅଷ୍ଟ୍ରେଲିଆ ଟିମ୍ ।
ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ
୨ ମହିଳା ଅଷ୍ଟ୍ରେଲୀୟ କ୍ରିକେଟରଙ୍କୁ ଅସଦାଚରଣ
ଇନ୍ଦୋରରେ କାଫେକୁ ଯିବାବେଳେ ଜଘନ୍ୟକାଣ୍ଡ
ଜଣେ ବାଇକ୍ ଆରୋହୀ ଅସଦାଚରଣ କରିଥିବା ଅଭିଯୋଗ
ସିସିଟିଭିରେ ବାଇକ୍ ଆରୋହୀ ଚିହ୍ନଟ, ଖୋଜୁଛି ପୋଲିସ
ବିଶ୍ବକପ ମ୍ୟାଚ୍ ଖେଳିବାକୁ ଇନ୍ଦୋର ଆସିଛି ଅଷ୍ଟ୍ରେଲିଆ ଟିମ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/women-crickter-2025-10-25-16-38-41.jpg)