Advertisment

Major Upset in T20 World Cup: T20 ବିଶ୍ବକପ୍ ଖେଳିବନି ବାଂଲାଦେଶ, ICC ଉପରେ ବର୍ଷି ଓହରିଗଲା ବିଶ୍ବକପରୁ

ଟି୨୦ ବିଶ୍ବକପ୍ ଖେଳିବନି ବାଂଲାଦେଶ। ‘ମୁସ୍ତାଫିଜୁର’ ବିବାଦ ତେଜିବା ପରେ ଆଉ ବିଶ୍ବକପ୍ ରେ ଏବେ ଖେଳିବନି ବାଂଲା ଟିମ୍। ICC ଉପରେ ଖପ୍ପା ଥିବା ବାଂଲାଦେଶ କ୍ରିକେଟ୍ ଟିମ୍ ପୁଣି ବର୍ଷିଛି।

Bangladesh

Bangladesh Photograph: (OTV)

Advertisment

ଟି୨୦ ବିଶ୍ବକପ୍ ଖେଳିବନି ବାଂଲାଦେଶ। ‘ମୁସ୍ତାଫିଜୁର’ ବିବାଦ ତେଜିବା ପରେ ଆଉ ବିଶ୍ବକପ୍ ରେ ଏବେ ଖେଳିବନି ବାଂଲା ଟିମ୍। ICC ଉପରେ ଖପ୍ପା ଥିବା ବାଂଲାଦେଶ କ୍ରିକେଟ୍ ଟିମ୍ ପୁଣି ବର୍ଷିଛି।

Advertisment

କହିଛି ଯେ, ସେ ବିଶ୍ବକପ୍ ଖେଳିବାକୁ ଚାହୁଁଛି କିନ୍ତୁ ଭାରତରେ ନୁହେଁ। ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ଅମିନୁଲ୍ ଇସଲାମ୍ ବୁଲବୁଲ୍ ଙ୍କ ଏଭଳି ମନ୍ତବ୍ୟ ପୁଣି ଥରେ ବାଂଲାଦେଶର ଭାରତ ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରିଛି।...

ବାଂଲାଦେଶରେ ହିନ୍ଦୁଙ୍କୁ ବର୍ବରତା ସହ ହତ୍ୟା ପରେ କୋଲକାତା ନାଇଟ୍ ରାଇଡର୍ସରେ ଥିବା ମୁସ୍ତାଫିଜୁର୍ ରେହମାନଙ୍କୁ ଟିମ ରୁ ବାଦ୍ ଦିଆଯାଇଥିଲା। ଏଭଳି ପଦକ୍ଷେପକୁ ନେଇ ଭାରତରେ ବିଶ୍ବକପ୍ ଖେଳିବାକୁ ଆସିବନି ବୋଲି କହିଥିଲା ବାଂଲା ଟିମ।

Advertisment

ଏମିତିକି କାଣ୍ଟଛାଣ୍ଟ କରି ହାଇବ୍ରିଡ୍ ମଡେଲ ପାଇଁ ଅନୁରୋଧ କରିଥିଲା। ହେଲେ ଆଇସିସି ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ୍ କରିବା ପରେ ଏବେ ବିକଳ୍ପ ଦଳ ଭାବେ ସ୍କଟଲାଣ୍ଡ ବିଶ୍ବକପ୍ ରେ ଖେଳିବ।  

ରାଗରେ ଫଁ ଫଁ ବାଂଲାଦେଶ କ୍ରିକେଟ୍ ଟିମ୍ 

ବାଂଲାଦେଶର ଭାରତ ବିରୋଧୀ ଆଭିମୁଖ୍ୟ 
ଭାରତରେ ବିଶ୍ବକପ୍ ଖେଳିବନି ବାଂଲା ଟିମ୍ 

‘ମୁସ୍ତାଫିଜୁର’ ବିବାଦ ପରେ ଖପ୍ପା ବାଂଲା ଟିମ୍ 

Advertisment


 

Bangladesh T20
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ