mandia Photograph: (OTV)
ଆଉ ଦୁଇଦିନ ପରେ ବାରବାଟୀ ଫାଇଟ୍। ଗତକାଲି ଦକ୍ଷିଣ ଆଫ୍ରିକାର କିଛି ଖେଳାଳି ଆସିଥିବା ବେଳେ ଆସନ୍ତାକାଲି ଭୁବନେଶ୍ବରରେ ପହଞ୍ଚିବ ଭାରତୀୟ ଟିମ୍। ସେହିପରି ଦକ୍ଷିଣ ଆଫ୍ରିକାର ବାକି ଖେଳାଳି ବି ଆସିବେ। ହୋଟେଲ୍ ମେ ଫେୟାରରେ ରହିବେ ଦୁଇ ଦେଶର ଖେଳାଳି। ନିଆରା ଢଙ୍ଗରେ ସେମାନଙ୍କୁ ୱେଲକମ୍ କରିବାକୁ ବ୍ୟାପକ ଆୟୋଜନ ହୋଇଛି। ଆଦିବାସୀ ନୃତ୍ୟ ମାଧ୍ୟମରେ ଖେଳାଳିଙ୍କୁ ସ୍ବାଗତ କରାଯିବ। ମେନ୍ୟୁରେ ସ୍ଥାନ ପାଇବ ବିଭିନ୍ନ ଓଡ଼ିଆ ଘରର ଖାଇବା । ଏହାସହିତ ମିଲେଟ୍ ବି ସ୍ଥାନ ପାଇବ ଖେଳାଳିଙ୍କ ମେନ୍ୟୁରେ ।
ଆଉ ଦୁଇଦିନ ପରେ ବାରବାଟୀ ଫାଇଟ୍
କାଲି ଭୁବନେଶ୍ବରରେ ପହଞ୍ଚିବେ ଖେଳାଳି
ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ପହଞ୍ଚିବ
ହୋଟେଲ୍ ମେ ଫେୟାରରେ ରହିବେ ଖେଳାଳି
ନିଆରା ଢଙ୍ଗରେ ଖେଳାଳିଙ୍କୁ କରାଯିବ ୱେଲକମ
ଆଦିବାସୀ ନୃତ୍ୟ ମାଧ୍ୟମରେ କରାଯିବ ସ୍ବାଗତ
ମେନ୍ୟୁରେ ସ୍ଥାନ ପାଇବ ଓଡ଼ିଆ ଘରର ଖାଇବା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/06/mandia-2025-12-06-21-51-02.jpg)