T-20 ବିଶ୍ୱକପ୍ ମୁକାବିଲା; ଦର୍ଶକ ଦେଖିଲେ ସୁପର ଫାଇଟ୍ Photograph: (OTV)
Advertisment
ଟି-ଟ୍ବେଣ୍ଟି ବିଶ୍ବକପରେ ଅହମ୍ମଦାବାଦରେ ଦର୍ଶକ ଦେଖିଲେ ସୁପର ଫାଇଟ୍ । ୨ଟି ସୁପର ଓଭର ମୁକାବିଲାରେ ସୁପର ଜିତ୍ ହାସଲ କଲା ସାଉଥ ଆଫ୍ରିକା । ଲଢ଼ୁଆ ପ୍ରଦର୍ଶନ କରି ଶେଷରେ ହାର ମାନିଲା ଆଫଗାନିସ୍ତାନ । ଉଭୟ ଦଳ ୧୮୭ ରନ୍ କରିବାରୁ ଖେଳାଗଲା ସୁପର ଓଭର ।
Advertisment
- ଡବଲ ସୁପର ଓଭର
- T-20 ବିଶ୍ବକପ୍ ମୁକାବିଲା
- ଅହମ୍ମଦାବାଦରେ ଦର୍ଶକ ଦେଖିଲେ ସୁପର ଫାଇଟ୍
- ୨ ସୁପର ଓଭର ମୁକାବିଲାରେ ସୁପର ଜିତ୍ ହାସଲ କଲା ସାଉଥ ଆଫ୍ରିକା
- ଲଢ଼ୁଆ ପ୍ରଦର୍ଶନ କରି ଶେଷରେ ହାର ମାନିଲା ଆଫଗାନିସ୍ତାନ
- ଉଭୟ ଦଳ ୧୮୭ ରନ୍ କରିବାରୁ ଖେଳାଗଲା ସୁପର ଓଭର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/11/south-africa-wins-2026-02-11-17-30-51.jpg)