Advertisment

South Africa Cruise Past West Indies: ସେମିରେ ସାଉଥ୍ ଆଫ୍ରିକା, ୱେଷ୍ଟ ଇଣ୍ଡିଜକୁ ୯ ୱିକେଟରେ ହରାଇ ଗ୍ରୁପ୍ -୧ରୁ ସେମିକୁ ଉନ୍ନୀତ

ଆଜିର ମ୍ୟାଚ ପରେ ସେମିକୁ ଉନ୍ନୀତ ହେଲା ସାଉଥ୍ ଆଫ୍ରିକା । ୱେଷ୍ଟ ଇଣ୍ଡିଜକୁ ୯ ୱିକେଟରେ ହରାଇ ଗ୍ରୁପ୍ -୧ରୁ ସେମିକୁ ଉନ୍ନୀତ ହୋଇଛି ।  ଅଧିନାୟକ ମାରକ୍ରମଙ୍କ ପରାକ୍ରମୀ ଇନିଂସ ବଳରେ ସାଉଥ୍ ଆଫ୍ରିକା ଦମଦାର୍ ପ୍ରଦର୍ଶନ କରିଛି ।

T20

T20 Photograph: (OTV)

Advertisment

T-20 ବିଶ୍ବକପ୍ ସେମିରେ ପ୍ରବେଶ କଲା ସାଉଥ୍ ଆଫ୍ରିକା । ଆଜିର ମ୍ୟାଚ ପରେ ସେମିକୁ ଉନ୍ନୀତ ହେଲା ସାଉଥ୍ ଆଫ୍ରିକା । ୱେଷ୍ଟ ଇଣ୍ଡିଜକୁ ୯ ୱିକେଟରେ ହରାଇ ଗ୍ରୁପ୍ -୧ରୁ ସେମିକୁ ଉନ୍ନୀତ ହୋଇଛି ।  ଅଧିନାୟକ ମାରକ୍ରମଙ୍କ ପରାକ୍ରମୀ ଇନିଂସ ବଳରେ ସାଉଥ୍ ଆଫ୍ରିକା ଦମଦାର୍ ପ୍ରଦର୍ଶନ କରିଛି । 

Advertisment

ରନ୍ ରେଟ୍  ଦ୍ବନ୍ଦ୍ବରୁ...

ପୂର୍ବରୁ ସେମିଫାଇଲରେ ପ୍ରବେଶ କରି ସାରିଛି ଇଂଲଣ୍ଡ । ତେବେ ସାଉଥ୍  ଆଫ୍ରିକାର କ୍ରମାଗତ ଦ୍ୱିତୀୟ ବିଜୟ ଭାରତ ପାଇଁ ଆଶା ବଢ଼ାଇଛି । ରନ୍ ରେଟ୍  ଦ୍ବନ୍ଦ୍ବରୁ ଭାରତକୁ ଏକପ୍ରକାର ମୁକ୍ତି ମିଳିଛି । 

ପରବର୍ତ୍ତୀ ଦୁଇ ମ୍ୟାଚ୍‌ ଜିତିଲେ ସେମିକୁ ଯାଇ ପାରିବ ଭାରତ । ୱେଷ୍ଟ ଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ଯଦି ବାଧାପ୍ରାପ୍ତ ହୁଏ, ତେବେ ସମସ୍ୟା ସୃଷ୍ଟି ହୋଇପାରେ ।

Advertisment
ICC T20 World Cup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ