rohit sharma Photograph: (OTV)
ସିଡନୀରେ ଭାରତର ଦମଦାର ବିଜୟ । ହିଟମ୍ୟାନ୍ ରୋହିତ ଶର୍ମାଙ୍କ ଦମଦାର ଶତକରେ ଟିମ୍ ଇଣ୍ଡିଆକୁ ସହଜ ବିଜୟ ମିଳିଛି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଭାରତ ୯ ୱିକେଟରେ ବିଜୟୀ ହୋଇଛି । ରୋହିତ ଅପରାଜିତ ୧୨୧ ରନ୍ କରିଥିବା ବେଳେ କୋହଲି ଅପରାଜିତ ୭୪ ରନ୍ କରିଛନ୍ତି ।
/filters:format(webp)/odishatv-khabar/media/media_files/2025/10/25/rohit-sharma-2025-10-25-16-55-28.jpg)
ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତ ପାଇଁ ୨୩୭ ରନର ଟାର୍ଗେଟ ରଖିଥିଲା। ଭାରତ ଏହାର ଜବାବରେ ୩୮.୩ ଓଭରରେ ଗୋଟିଏ ୱିକେଟ୍ ହରାଇ ବାଜୟ ହାସଲ କରିନେଇଛି । ତିନି ଟିକିଆ ଦିନିକିଆ ସିରିଜ ଭାରତ ପରାଜିତ ହୋଇଥିଲେ ବି ଆଜିର ମ୍ୟାଚ୍ ବିଜୟ ଟିମ୍ ଇଣ୍ଡିଆର ସମ୍ମାନ ରକ୍ଷା କରିଛି ।
ସିଡନୀରେ ଭାରତର ଦମଦାର ବିଜୟ
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ
ରୋହିତ ଶର୍ମାଙ୍କ ଦମଦାର ଶତକରେ ଭାରତ ବିଜୟୀ
ତୃତୀୟ ଦିନିକିଆରେ ଭାରତର ଦମଦାର ବିଜୟ
୩ୟ ODIରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୯ ୱିକେଟରେ ବିଜୟୀ
ରୋହିତ ଅପରାଜିତ ୧୨୧, କୋହଲି ଅପରାଜିତ ୭୪
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/25/rohit-sharma-2025-10-25-16-58-05.jpg)