Advertisment

Swetaparna Panda: ବ୍ୟାଡମିଣ୍ଟନ ତାରକା ଶ୍ବେତାପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର

ବ୍ୟାଡମିଣ୍ଟନ ତାରକା ଶ୍ବେତାପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ୨୦୨୫ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଶ୍ବେତାପର୍ଣ୍ଣା  । ୩୩ତମ ଏକଲବ୍ୟ ପୁରସ୍କାର ବିଜେତା ହେବା ସହ ତାଙ୍କୁ ୭ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ ।

SWETAPARNA

SWETAPARNA Photograph: (OTV)

Advertisment

ବ୍ୟାଡମିଣ୍ଟନ ତାରକା ଶ୍ବେତାପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ୨୦୨୫ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଶ୍ବେତାପର୍ଣ୍ଣା  । ୩୩ତମ ଏକଲବ୍ୟ ପୁରସ୍କାର ବିଜେତା ହେବା ସହ ତାଙ୍କୁ ୭ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ । ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ, ଟେନିସ ଖେଳାଳି ଆହାନ ଉପବିଜେତା ହୋଇଛନ୍ତି । ଉଭୟଙ୍କୁ ୧.୫ ଲକ୍ଷ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ । IMFA ଦ୍ବାରା ପରିଚାଳିତ ‘IMPACT' ପକ୍ଷରୁ ଏହି ପୁରସ୍କାର ଦିଆଯାଉଛି । ‘ଇମ୍ପାକ୍ଟ’ ପକ୍ଷରୁ ୧୯୯୩ରୁ ପ୍ରତିବର୍ଷ ଦିଆଯାଇ ଆସୁଛି ଏହି ସମ୍ମାନଜନକ ପୁରସ୍କାର ।...

Advertisment

ବ୍ୟାଡମିଣ୍ଟନ ତାରକା ଶ୍ବେତାପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର
୨୦୨୫ ବର୍ଷର ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ଶ୍ବେତାପର୍ଣ୍ଣା
୩୩ତମ ଏକଲବ୍ୟ ପୁରସ୍କାର ବିଜେତା ହେବେ ଶ୍ବେତାପର୍ଣ୍ଣା ପଣ୍ଡା  
ନଗଦ ୭ ଲକ୍ଷ ଟଙ୍କା ନଗଦ ପୁରସ୍କାର ସହ ଟ୍ରଫି ପ୍ରଦାନ କରାଯିବ
ଭାରୋତ୍ତୋଳକ ପ୍ରୀତିସ୍ମିତା ଭୋଇ, ଟେନିସ ଖେଳାଳି ଆହାନ ଉପବିଜେତା
IMFA ଦ୍ବାରା ପରିଚାଳିତ ‘IMPACT' ପକ୍ଷରୁ ଦିଆଯାଉଛି ପୁରସ୍କାର 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ