Advertisment

Cash Awards Declared: U-19 ବିଶ୍ବ ଚାମ୍ପିୟନ ଟିମ୍ ପାଇଁ ପୁରସ୍କାର ଘୋଷଣା, ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଛି ଭାରତ

U-19 ବିଶ୍ବ ଚାମ୍ପିୟନ ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ। ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ପୁରସ୍କାର ରାଶି ଘୋଷଣା କଲେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ।

Reward

Reward Photograph: (OTV)

Advertisment

ବିଶ୍ବକପ୍ ବିଜୟୀ ଟିମ୍ କୁ ୭.୫ କୋଟିର ପୁରସ୍କାର। U-19 ବିଶ୍ବ ଚାମ୍ପିୟନ ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ। ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ପୁରସ୍କାର ରାଶି ଘୋଷଣା କଲେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ। 

Advertisment

ଅଣ୍ଡର-୧୯ ବିଶ୍ୱକପ ହାତେଇ ଇତିହାସ ରଚିଲା ଭାରତୀୟ ଯୁବ କ୍ରିକେଟ୍ ବାହିନୀ। ଇଂଲଣ୍ଡକୁ ହରାଇ ଭାରତ ୧୯ ବର୍ଷରୁ କମ୍  ବିଶ୍ବକପ ଚାମ୍ପିୟନ୍ ହୋଇଛି। ରେକର୍ଡ ଷଷ୍ଠ ଥର ପାଇଁ ବିଶ୍ବକପ ଟାଇଟଲ ଜିତିଲା ଭାରତ। କାଲେବ ଫାଲକୋନରଙ୍କ ଲଢୁଆ ବ୍ୟାଟିଂ ସତ୍ତ୍ବେ ହାରିଲା ଇଂଲଣ୍ଡ ।

୨୦୦୦, ୨୦୦୮, ୨୦୧୨, ୨୦୧୮ ଏବଂ ୨୦୨୨ରେ ପରେ ଏବେ ୨୦୨୬ର ଟାଇଟଲ ହାତେଇଲା ଟିମ୍ ଇଣ୍ଡିଆ। ହରାରେର ହରାରେ ସ୍ପୋର୍ଟ୍ସ କ୍ଲବରେ ଖେଳାଯାଇଥିଲା ଏହି ଅଣ୍ଡର-୧୯ ପୁରୁଷ ବିଶ୍ୱକପ୍ ୨୦୨୬ର ଫାଇନାଲ ମ୍ୟାଚରେ ଭାରତ ଇଂଲଣ୍ଡକୁ ୧୦୦ ରନ୍ ରେ ପରାସ୍ତ କରିଛି।

Advertisment

ଏହା ଭାରତର ଲଗାତାର ଷଷ୍ଠ ଏବଂ ମୋଟ ଦଶମ ଫାଇନାଲ୍ ମୁକାବିଲା ଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ କେବଳ ଥରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ଜିତିଛି। ଇଂଲଣ୍ଡ ୧୯୯୮ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ଟାଇଟଲ ହାତେଇଥିଲା। ....

ବିଶ୍ବକପ୍ ବିଜୟୀ ଟିମ୍ କୁ ୭.୫ କୋଟି

U-19 ବିଶ୍ବ ଚାମ୍ପିୟନ ଟିମ୍ ପାଇଁ ପୁରସ୍କାର ଘୋଷଣା କଲା ବିସିସିଆଇ
ଭାରତୀୟ ଦଳ ପାଇଁ ୭.୫ କୋଟି ଟଙ୍କାର ପୁରସ୍କାର ଘୋଷଣା
ପୁରସ୍କାର ରାଶି ଘୋଷଣା କଲେ ବିସିସିଆଇ ସମ୍ପାଦକ ଦେବଜିତ ସାଇକିଆ

Advertisment
U19 World Cup BCCI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ