Advertisment

KL Rahul to Lead India: ରାହୁଲଙ୍କ କାନ୍ଧରେ ଦିନିକିଆ କମାଣ , ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା। ଆହତ କାରଣରୁ ସିରିଜରୁ ବାଦ ପଡିଛନ୍ତି ଶୁବମନ୍ ଗିଲ୍। ତାଙ୍କ ସ୍ଥାନରେ ଦଳର କ୍ୟାପଟେନ୍ ଦାୟିତ୍ବ ତୁଲାଇବେ ଲୋକେଶ ରାହୁଲ।

CRICKET

CRICKET Photograph: (OTV)

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା। ଆହତ କାରଣରୁ ସିରିଜରୁ ବାଦ ପଡିଛନ୍ତି ଶୁବମନ୍ ଗିଲ୍। ତାଙ୍କ ସ୍ଥାନରେ ଦଳର କ୍ୟାପଟେନ୍ ଦାୟିତ୍ବ ତୁଲାଇବେ ଲୋକେଶ ରାହୁଲ। ଭାରତୀୟ ସ୍କ୍ବାଡକୁ ସରପ୍ରାଇଜ୍ ଏଣ୍ଟ୍ରି କରିଛନ୍ତି ଋତୁରାଜ ଗାଏକ୍ବାଡ୍। ସାଉଥ୍ ଆଫ୍ରିକା-ଏ ଟିମ୍ ବିପକ୍ଷରେ ଭଲ ପ୍ରଦର୍ଶନ ପରେ ଦିନିକିଆକୁ ବହୁ ଦିନ ପରେ କମବ୍ୟାକ୍ କରିଛନ୍ତି ଋତୁରାଜ। ସେହିପରି ତିଲକ ବର୍ମାଙ୍କୁ ବି ସୁଯୋଗ ଦେଇଛନ୍ତି ଚୟନକର୍ତ୍ତା। ଅଷ୍ଟ୍ରେଲିଆ ବିପକ୍ଷ ୱାନ୍ ଡେରେ ବାଦ ପଡ଼ିଥିବା ରବୀନ୍ଦ୍ରା ଜାଡେଜା ଓ ରିଷଭ ପନ୍ଥଙ୍କୁ ୧୫ ଜଣିଆ ଟିମରେ ସାମିଲ କରାଯାଇଛି। ଉପଅଧିନାୟକ ଦାୟିତ୍ବ ତୁଲାଇବେ ରିଷଭ ପନ୍ଥ। ଦଳରେ ରୋହିତ ଶର୍ମା, ବିରାଟ କୋହଲିଙ୍କ ଭଳି ଷ୍ଟାର ବ୍ୟାଟରଙ୍କ ସମେତ ଯୁବ ଖେଳାଳିଙ୍କୁ ସୁଯୋଗ ମିଳିଛି। କିନ୍ତୁ ମହମ୍ମଦ ସିରାଜ ଓ ଅକ୍ଷର ପଟେଲଙ୍କୁ ଦିନିକିଆ ସ୍କ୍ବାଡରେ ସ୍ଥାନ ମିଳିନି। ... 

Advertisment

ରାହୁଲଙ୍କ କାନ୍ଧରେ ଦିନିକିଆ କମାଣ
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା
ଆହତ କାରଣରୁ ସିରିଜରୁ ଶୁବମନ୍ ଗିଲ୍ ବାଦ
ଗିଲଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ କ୍ୟାପଟେନ୍ ଦାୟିତ୍ବ 
ଭାରତୀୟ ସ୍କ୍ବାଡକୁ ଋତୁରାଜ ଗାଏକ୍ବାଡଙ୍କ ସରପ୍ରାଇଜ୍ ଏଣ୍ଟ୍ରି 
ତିଲକ ବର୍ମାଙ୍କୁ ସୁଯୋଗ ଦେଇଛନ୍ତି ଚୟନକର୍ତ୍ତା
୧୫ ଜଣିଆ ଟିମରେ ରବୀନ୍ଦ୍ର ଜାଡେଜା ଓ ରିଷଭ ପନ୍ଥ ସାମିଲ
ଉପଅଧିନାୟକ ଦାୟିତ୍ବ ତୁଲାଇବେ ରିଷଭ ପନ୍ଥ
ମହମ୍ମଦ ସିରାଜ, ଅକ୍ଷର ପଟେଲଙ୍କୁ ମିଳିଲାନି ସ୍ଥାନ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ