Ishan Kishan Photograph: (OTV)
ଶେଷ T-20ରେ ଇଶାନ୍ ଶୋ'। ୪୨ ବଲରେ ଇଶାନ କିଷାନଙ୍କ ବିସ୍ଫୋରକ ଶତକ। ନ୍ୟୁଜିଲାଣ୍ଡକୁ ୨୭୨ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ ।
ତିରୁବନନ୍ତପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ଶେଷ ମୁକାବିଲାରେ ଭାରତ ଦମଦାର ପ୍ରଦର୍ଶନ କରିଛି । ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଭାରତ କରିଛି ବିଶାଳ ସ୍କୋର୍ ।
ପୁଣିଥରେ ସଞ୍ଜୁ ସାମସନ୍ ଫେଲ୍ ହୋଇଥିବାବେଳେ ଦମଦାର ପ୍ରଦର୍ଶନ କରିଛି ଇଶାନ୍ କିଷାନ୍ । ୪୩ ବଲରେ ୧୦ ଛକା ଓ ୪ ଚୌକା ସହାୟତାରେ ୧୦୩ ରନ୍ କରିଛନ୍ତି ଇଶାନ୍ । ଏହା ତାଙ୍କ କ୍ୟାରିୟରର ପ୍ରଥମ T-20 ଅନ୍ତର୍ଜାତୀୟ ଶତକ ।
ସେହିପରି କ୍ୟାପଟେନ୍ ସୂର୍ଯ୍ୟକୁମାର ଯାଦବ ୬୩ ଓ ହାର୍ଦ୍ଦିକ ପାଣ୍ଡ୍ୟା ୪୨ ରନ୍ କରିଛନ୍ତି । ନିର୍ଦ୍ଧାରିତ ଓଭରରେ ଭାରତ ୫ ୱିକେଟ୍ ହରାଇ ୨୭୧ ରନ୍ କରିଛି ।
ଶେଷ T-20ରେ ଇଶାନ୍ ଶୋ'
୪୨ ବଲରେ ଇଶାନ କିଷାନଙ୍କ ବିସ୍ଫୋରକ ଶତକ
କ୍ୟାରିୟରର ପ୍ରଥମ T-20 ଅନ୍ତର୍ଜାତୀୟ ଶତକ କଲେ ଇଶାନ
୪୩ ବଲରେ ଇଶାନ ମାରିଲେ ୧୦ ଛକା ଓ ୪ ଚୌକା
ନ୍ୟୁଜିଲାଣ୍ଡକୁ ୨୭୨ ରନ୍ ଟାର୍ଗେଟ୍ ଦେଲା ଟିମ୍ ଇଣ୍ଡିଆ
ପୁଣିଥରେ ସଞ୍ଜୁ ସାମସନ୍ ଫେଲ୍, ୬୩ ରନ୍ କଲେ କ୍ୟାପଟେନ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/ishan-kishan-2026-01-31-21-28-45.jpg)