Advertisment

ଆଜି ଆଇପିଏଲ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ-ହାଇଦ୍ରାବାଦ

ନୂଆଦିଲ୍ଲୀ: ଆଇପିଏଲ୍‌ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏଲିମିନେଟର୍ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ରେ ଯିଏ ଜିତିବ ସେ ଫାଇନାଲ ଖେଳିବା ଲାଗି ଆଉ ପାଦେ ଆଗକୁ ବଢ଼ିବ ଏବଂ ପରାଜିତ ଦଳ ଆଇପିଏଲ୍‌ ଅଭିଯାନରୁ ବାଦ୍ ପଡ଼ିବ। ଆଉ ଏଥିପାଇଁ ମ୍ୟାଚ୍‌ ଜିତି କ୍ୱାଲିଫାୟର […]

ଆଜି ଆଇପିଏଲ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ-ହାଇଦ୍ରାବାଦ

12

Advertisment

ନୂଆଦିଲ୍ଲୀ: ଆଇପିଏଲ୍‌ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ। ଏଲିମିନେଟର୍ ପର୍ଯ୍ୟାୟରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦର୍ଶକ ଦେଖିବାକୁ ପାଇବେ। ଆଜି ସନ୍ଧ୍ୟା ସାଢ଼େ ୭ଟାରେ ବିଶାଖାପଟଣାରେ ଏହି ମ୍ୟାଚ୍‌ ଖେଳାଯିବ।

Advertisment

ଏହି ମ୍ୟାଚ୍‌ରେ ଯିଏ ଜିତିବ ସେ ଫାଇନାଲ ଖେଳିବା ଲାଗି ଆଉ ପାଦେ ଆଗକୁ ବଢ଼ିବ ଏବଂ ପରାଜିତ ଦଳ ଆଇପିଏଲ୍‌ ଅଭିଯାନରୁ ବାଦ୍ ପଡ଼ିବ। ଆଉ ଏଥିପାଇଁ ମ୍ୟାଚ୍‌ ଜିତି କ୍ୱାଲିଫାୟର ରାଉଣ୍ଡକୁ ଯିବାକୁ ଦୁଇ ଦଳ ଉଦ୍ୟମ କରିବେ।

ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀ ୧୪ ମ୍ୟାଚ୍‌ରୁ ୯ ବିଜୟ ଓ ୫ ସହ ୧୮ ପଏଣ୍ଟ ପାଇ ଫ୍ଲେ ଅଫ୍ ପହଞ୍ଚିଥିଲା। ହାଇଦ୍ରାବାଦ ସମାନ ମ୍ୟାଚ୍‌ ଖେଳି ୬ ବିଜୟ ଓ ୬ ପରାଜୟ ସହ ୧୨ ପଏଣ୍ଟ ପାଇ ଏଲିମିନେଟରକୁ ଉନ୍ନୀତ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ