Advertisment

ଭୁବନେଶ୍ୱର ଆସୁଛି ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଅଲମ୍ପିକ୍ସ ଯୋଗ୍ୟତା ପର୍ଯାୟ ମ୍ୟାଚ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିବ ଭାରତୀୟ ହକି ଟିମ୍ । ଏଥିପାଇଁ କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଷ୍ଟାଡିୟମ୍, ଖେଳାଳିଙ୍କ ରହଣି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ  ଜୁନ ୬ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଫେଡେରେସନ ଅଫ୍ ଇଣ୍ଡିଆନ୍ ହକି ମେନସ୍ ସିରିଜ ଯୋଗ୍ୟତା ପର୍ଯାୟ ମ୍ୟାଚ। […]

ଭୁବନେଶ୍ୱର ଆସୁଛି ଭାରତୀୟ ହକି ଟିମ୍‌

hky

Advertisment

ନୂଆଦିଲ୍ଲୀ: ଅଲମ୍ପିକ୍ସ ଯୋଗ୍ୟତା ପର୍ଯାୟ ମ୍ୟାଚ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିବ ଭାରତୀୟ ହକି ଟିମ୍ । ଏଥିପାଇଁ କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଷ୍ଟାଡିୟମ୍, ଖେଳାଳିଙ୍କ ରହଣି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ  ଜୁନ ୬ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଫେଡେରେସନ ଅଫ୍ ଇଣ୍ଡିଆନ୍ ହକି ମେନସ୍ ସିରିଜ ଯୋଗ୍ୟତା ପର୍ଯାୟ ମ୍ୟାଚ। ଏଥିପାଇଁ  ଆଗାମୀ ୨୯ରୁ ୩ ତାରିଖ ମଧ୍ୟରେ ଅନ୍ୟ ୭ଟି  ବିଦେଶୀ ଦଳ ଆସି ପହଁଞ୍ଚିବ। ଭାରତକୁ ମିଶାଇ ମୋଟ ୮ଟି ଟିମ୍‌ ଏଥିରେ ଭାଗ ନେବେ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ