Advertisment

India vs Pakistan: ପୁଣି ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

ଆଜି ମହିଳା ବିଶ୍ବକପ୍ ରେ ଭାରତ-ପାକିସ୍ତାନ ଟକ୍କର। ପଡିଆରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି। ନୋ-ହ୍ୟାଣ୍ଡଶେକ୍ ପଲିସି ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର।

WOMEN-CRICKET

WOMEN-CRICKET Photograph: (OTV)

Advertisment

ଆଜି ମହିଳା ବିଶ୍ବକପରେ ସାମ୍ନାସାମ୍ନି ହେବ ଭାରତ-ପାକିସ୍ତାନ। ଶ୍ରୀଲଙ୍କାର କୋଲୋମ୍ବୋରେ ୱର୍ଲ୍ଡକପରେ ଭେଟିବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦି। ବିଶ୍ବକପର ପ୍ରଥମ ମ୍ୟାଚରେ ବର୍ଷା ବାଧା ସତ୍ୱେ DLS ପଦ୍ଧତିରେ ଭାରତ ଶ୍ରୀଲଙ୍କାକୁ ୫୯ ରନରେ ହରାଇ ମନବୋଳ ଦୃଢ ରଖିଛି। ଅନ୍ୟପଟେ ପାକିସ୍ତାନ ବାଙ୍ଗଲାଦେଶଠାରୁ ହାରି ନିରାଶାଜନକ ଆରମ୍ଭ କରିଛି।
ସେପଟେ ପୂର୍ବରୁ ଏସିଆ କପରେ ଭାରତୀୟ ପୁରୁଷ କ୍ରିକେଟ୍ ଦଳ ନୋ-ହ୍ୟାଣ୍ଡଶେକ୍ ପଲିସି ଅପଣାଇଥିବାରୁ ମହିଳା କ୍ରିକେଟ୍ ଦଳ ମଧ୍ୟ ପାକିସ୍ତାନ୍ ସହ ସାଧାରଣ ହ୍ୟାଣ୍ଡଶେକ୍ କରିବେ ନାହିଁ ବୋଲି ଜଣାପଡୁଛି। ତେବେ ଆଜି ମ୍ୟାଚ୍ ଉପରେ କ୍ରିକେଟ୍ ପ୍ରେମୀଙ୍କ ନଜର ରହିଛି।

Advertisment

ଅଧିକ ଦେଖନ୍ତୁ:

India Vs Pakistan Match
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ