hardik pandya
Advertisment
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସଦସ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏକ ସ୍ୱତନ୍ତ୍ର ଏସସି/ଏସଟି କୋର୍ଟ ନିର୍ଦେଶ ଦେଇଛନ୍ତି।
Advertisment
ହାର୍ଦ୍ଦିକ ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି।
ଏହାଦ୍ୱାରା ପାଣ୍ଡ୍ୟା ଜାଣିଶୁଣି ଆମ୍ବେଦକରଙ୍କ ପ୍ରତିନିଧିତ୍ୱ କରୁଥିବା ସମ୍ପ୍ରଦାୟର ଭାବନାକୁ ଆଘାତ ପହଞ୍ଚାଇଛନ୍ତି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି।
Advertisment
ଗତବର୍ଷ ଡିସେମ୍ବର ୨୬ରେ ହାର୍ଦ୍ଦିକ ପାଣ୍ଡ୍ୟା ଆମ୍ବେଦକରଙ୍କ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/hardik-pandya_1626433516.jpg)