Advertisment

ରାଜ୍ୟଗୋଷ୍ଠୀ କ୍ରୀଡା-୨୦୧୮ : ମେରିଙ୍କ ରୌପ୍ୟ ପଦକ ଜିତିବା ପକ୍କା

ଗୋଲ୍ଡକୋଷ୍ଟ : ଅଲମ୍ପିକ କାଂସ୍ୟ ପଦକ ବିଜେତା ତଥା ଭାରତର ସୁପର ଓମ୍ୟାନ ମେରି କମ୍‌ଙ୍କ ସୁପର ଶୋ’ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଖିବାକୁ ମିଳିଛି। ଆଜି ଖେଳାଯାଇଥିବା ୪୫-୪୮ କେଜି ବକ୍ସିଂ ବର୍ଗ ମ୍ୟାଚ୍‌ ଜିତି ସେ ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶ୍ରୀଲଙ୍କାର ଅନୁଶା ଦିଲରୁକ୍ଷିଙ୍କୁ ୫-୦ରେ ହରାଇ ଏହି ସଫଳତା ପାଇଛନ୍ତି। ମେରି କମ୍‌ଙ୍କ ରୌପ୍ୟ ପଦକ ଜିତିବା ପକ୍କା ହୋଇ ସାରିଛି। ଆଜି ସେ ସ୍ୱର୍ଣ୍ଣ ପାଇଁ କୋର୍ଟରୁ ଓହ୍ଲାଇବେ। ପୂରା […]

ରାଜ୍ୟଗୋଷ୍ଠୀ କ୍ରୀଡା-୨୦୧୮ : ମେରିଙ୍କ ରୌପ୍ୟ ପଦକ ଜିତିବା ପକ୍କା

merry com

Advertisment

ଗୋଲ୍ଡକୋଷ୍ଟ : ଅଲମ୍ପିକ କାଂସ୍ୟ ପଦକ ବିଜେତା ତଥା ଭାରତର ସୁପର ଓମ୍ୟାନ ମେରି କମ୍‌ଙ୍କ ସୁପର ଶୋ’ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଖିବାକୁ ମିଳିଛି। ଆଜି ଖେଳାଯାଇଥିବା ୪୫-୪୮ କେଜି ବକ୍ସିଂ ବର୍ଗ ମ୍ୟାଚ୍‌ ଜିତି ସେ ଫାଇନାଲରେ ପହଞ୍ଚି ଯାଇଛନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଶ୍ରୀଲଙ୍କାର ଅନୁଶା ଦିଲରୁକ୍ଷିଙ୍କୁ ୫-୦ରେ ହରାଇ ଏହି ସଫଳତା ପାଇଛନ୍ତି। ମେରି କମ୍‌ଙ୍କ ରୌପ୍ୟ ପଦକ ଜିତିବା ପକ୍କା ହୋଇ ସାରିଛି। ଆଜି ସେ ସ୍ୱର୍ଣ୍ଣ ପାଇଁ କୋର୍ଟରୁ ଓହ୍ଲାଇବେ। ପୂରା ଦେଶର ନଜର ଏହି ସୁପର ଓମ୍ୟାନଙ୍କ ଉପରେ ରହିଛି।

Advertisment

publive-imageସୂଚନାଯୋଗ୍ୟ, ଅଲମ୍ପିକରେ ପଦକ ଜିତି ସାରିଥିବା ମେରି ରାଜ୍ୟଗୋଷ୍ଠୀ କ୍ରୀଡାରେ କେବେ ବି ପଦକ ଦୌଡରେ ସାମିଲ ହୋଇପାରି ନଥିଲେ। ପ୍ରଥମ ଥର ପାଇଁ ସେ ଫାଇନାଲକୁ ଯାଇ ନିଜ ସ୍ୱପ୍ନ ପୂରଣ କରିଛନ୍ତି।

Mary Kom CWG 2018 India In Boxing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ