Advertisment

ଏସିଆ କପ୍‌: ବାଂଲାଦେଶ ବିରୋଧରେ ଭାରତର ସହଜ ବିଜୟ

ଏସିଆ କପ୍‌ରେ ରୋହିତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ଏସିଆ କପ୍‌ର ସୁପର୍‌ ୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଗ୍ରୁପ୍‌ ମୁକାବିଲାରେ ହଂକଂ ଓ ପାକିସ୍ତାନକୁ ହରାଇବା ପରେ ଦଳ ସୁପର୍‌ ୪ରେ ବଂଲାଦେଶକୁ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି। ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍‌ରେ ମାତ୍ର ୧୭୩ ରନ୍‌ […]

ଏସିଆ କପ୍‌: ବାଂଲାଦେଶ ବିରୋଧରେ ଭାରତର ସହଜ ବିଜୟ

asia-cup-2018-

Advertisment

ଏସିଆ କପ୍‌ରେ ରୋହିତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳର ବିଜୟ ଧାରା ଜାରି ରହିଛି। ଶୁକ୍ରବାର ଟିମ୍‌ ଇଣ୍ଡିଆ ଏସିଆ କପ୍‌ର ସୁପର୍‌ ୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ବାଂଲାଦେଶକୁ ୭ ୱିକେଟ୍‌ରେ ପରାସ୍ତ କରିଛି। ଗ୍ରୁପ୍‌ ମୁକାବିଲାରେ ହଂକଂ ଓ ପାକିସ୍ତାନକୁ ହରାଇବା ପରେ ଦଳ ସୁପର୍‌ ୪ରେ ବଂଲାଦେଶକୁ ହରାଇ ଟୁର୍ଣ୍ଣାମେଣ୍ଟ୍‌ରେ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି।

Advertisment

ଦୁବାଇରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୪୯.୧ ଓଭର୍‌ରେ ମାତ୍ର ୧୭୩ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।

[caption id="attachment_27852" align="aligncenter" width="835"]asia cup 2018 photo-indiatvnews.com[/caption]

Advertisment

୧୭୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍‌ ଇଣ୍ଡିଆ ମାତ୍ର ୩୬.୨ ବଲ୍ ଖେଳି ୩ ୱିକେଟ୍‌ ହରାଇ ଖୁବ୍‌ ସହଜରେ ବିଜୟ ଲକ୍ଷ୍ୟ ହାସଲ୍‌ କରିନେଇଥିଲା।

ଭାରତ ପକ୍ଷରୁ ଶିଖର ଧାୱନ୍‌ ୪୦ ରନ୍ ଓ ଅମ୍ବାତି ରାଇଡୁ ୧୩ ଓ ଧୋନୀ ୩୩ ରନ୍‌ କରିଥିବା ବେଳେ ରୋହିତ ଶର୍ମା ସର୍ବାଧିକ ୮୩ ରନ୍‌ କରି ଅପରାଜିତ ଥିଲେ। ସେହିଭଳି ବୋଲିଂରେ ଉତ୍ତମ ପ୍ରଦର୍ଶନ କରି ୪ଟି ୱିକେଟ୍‌ ନେଇଥିବା ରବିନ୍ଦ୍ର ଜାଡେଜା ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ