Advertisment

Akash Kumar Choudhary: ରଣଜୀ ଇତିହାସରେ ନୂଆ ରେକର୍ଡ , ଗୋଟିଏ ଓଭରରେ ୬ଟି ଛକ୍କା...୮ଟି ବଲରେ ଲଗାତାର ୮ଟି ସିକ୍ସ

ଗୋଟିଏ ଓଭରରେ ୬ଟି ଛକ୍କା। ୮ଟି ବଲରେ ଲଗାତାର ୮ଟି ସିକ୍ସ। ୧୧ଟି ବଲରେ ୫୦ ରନ୍। ମେଘାଳୟର ବ୍ୟାଟର ଆକାଶ କୁମାର ଚୌଧୁରୀ ଆଜି ଇତିହାସ ରଚିଛନ୍ତି। ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳୁଥିବା ଏକ ରଣଜୀ ମ୍ୟାଚରେ ଏଭଳି ପ୍ରଦର୍ଶନ କରି କ୍ରିକେଟ ଜଗତରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

CRICKET

CRICKET Photograph: (OTV)

Advertisment

ଗୋଟିଏ ଓଭରରେ ୬ଟି ଛକ୍କା। ୮ଟି ବଲରେ ଲଗାତାର ୮ଟି ସିକ୍ସ। ୧୧ଟି ବଲରେ ୫୦ ରନ୍। ମେଘାଳୟର ବ୍ୟାଟର ଆକାଶ କୁମାର ଚୌଧୁରୀ ଆଜି ଇତିହାସ ରଚିଛନ୍ତି। ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳୁଥିବା ଏକ ରଣଜୀ ମ୍ୟାଚରେ ଏଭଳି ପ୍ରଦର୍ଶନ କରି କ୍ରିକେଟ ଜଗତରେ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୧୨୬ ନମ୍ବର ଓଭରରେ ଅରୁଣାଚଳ ପ୍ରଦେଶର ସ୍ପିନର ଲିମର ଡାବିଙ୍କୁ ଲଗାତାର ୬ଟି ଛକ୍କା ମାରିଥିଲେ। ପରେ ଟିଏନଆରଙ୍କ ବଲରେ ମଧ୍ୟ ଦୁଇଟି ଛକ୍କା ମାରିଥିଲେ। ଏହାସହ ଲଗାତାର ୮ଟି ବଲ୍ ଖେଳି ୮ଟି ଛକ୍କା ମାରିଥିଲେ ଆକାଶ କୁମାର ଚୌଧୁରୀ। ସୁରଟରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ରଣଜୀ ଟକ୍କର ଚାଲିଛି... 

Advertisment

ରଣଜୀ ଇତିହାସରେ ନୂଆ ରେକର୍ଡ 
ଗୋଟିଏ ଓଭରରେ ୬ଟି ଛକ୍କା, ୮ଟି ବଲରେ ଲଗାତାର ୮ଟି ସିକ୍ସ
୧୧ଟି ବଲରେ ୫୦ ରନ୍
ଇତିହାସ ରଚିଲେ ମେଘାଳୟର ବ୍ୟାଟର ଆକାଶ କୁମାର ଚୌଧୁରୀ 
ଅରୁଣାଚଳ ପ୍ରଦେଶ ବିପକ୍ଷରେ ଖେଳୁଥିବା ରଣଜୀ ମ୍ୟାଚରେ ରେକର୍ଡ 
ସ୍ପିନର ଲିମର ଡାବିଙ୍କୁ ଲଗାତାର ୬ଟି ଛକ୍କା ମାରିଲେ ଆକାଶ 
ଲଗାତାର ୮ଟି ବଲ୍ ଖେଳି ୮ଟି ଛକ୍କା ମାରିଥିଲେ ଆକାଶ କୁମାର ଚୌଧୁରୀ
ସୁରଟରେ ମେଘାଳୟ ଓ ଅରୁଣାଚଳ ପ୍ରଦେଶ ମଧ୍ୟରେ ଚାଲିଛି ଟକ୍କର 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ