sattelite
Advertisment
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଅତ୍ୟାଧୁନିକ ଏମିସାଟ୍ ସାଟେଲାଇଟ୍ ଉତ୍କ୍ଷେପଣ ହୋଇଛି। ଏହି ସାଟେଲାଇଟ୍ ଇଲେକଟ୍ରୋନିକ୍ ସୂଚନା ଆଧାରରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷଣ ନଜର ରଖିବ। ଆଜି ଶ୍ରୀହରି କୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ PSLV C-45 ଦ୍ୱାରା ଏହାର ଉତ୍କ୍ଷେପଣ ହୋଇଛି।
Advertisment
୪୩୬ କେଜି ଓଜନ ବିଶିଷ୍ଟ ଏମିସାଟ୍ ସାଟେଲାଇଟ୍ ସହ ୨୮ଟି ବିଦେଶୀ ସାଟେଲାଇଟ୍ ମଧ୍ୟ ଉତ୍କ୍ଷେପଣ ହୋଇଛି। ଏଥିସହ ଇସ୍ରୋ ପକ୍ଷରୁ ଦୀର୍ଘତମ ମିଶନ ହାତକୁ ନିଆଯାଇଛି। PSLV C-45 ଦ୍ୱାରା ଉତ୍କ୍ଷେପଣର ୧୮୦ମିନିଟ୍ ପରେ EMISAT କକ୍ଷପଥରେ ଅବସ୍ଥାପିତ ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/sattelite_1626340012.jpg)