Kolkata Photograph: (OTV)
କୋଲକାତାଦୁର୍ଗାପୂଜାବିଶ୍ବପ୍ରସିଦ୍ଧ।ପୂଜାବେଳେସାରାସହରପାଲଟିଯାଏକାନଭାସ୍, ଯେଉଁଥିରେଆଙ୍କିହେଇମନକିଣିନିଏକାହାଣୀଓକଳ୍ପନାରସମିଶ୍ରଣ।ବଙ୍ଗାଳୀଙ୍କପୂଜାରେରହିଛିସ୍ବତନ୍ତ୍ରତା।ମହିଳାଙ୍କଶାଢ଼ୀଠୁସଜବାଜ, ପୂଜାଆୟୋଜନସବୁକିଛିରେବାରିହୋଇପଡ଼େଭିନ୍ନତା।କୋଲକାତାରକିଛିପୁରୁଣାବଙ୍ଗାଳୀପରିବାରସହମହାଷଷ୍ଠୀପୂଜାରେସାମିଲହେଲାଓଟିଭି।...
ଧୁନୁଚିଡ୍ୟାନ୍ସରେଦୁଲୁକୁଛିକୋଲକାତା।ସହରରକିଛିଜମିଦାରପରିବାରରେଭିନ୍ନଢଙ୍ଗରେପାଳନହେଉଛିଦୁର୍ଗାପୂଜା।ମହାଷଷ୍ଠୀରେମାଆଙ୍କଆରାଧନାସହଆରମ୍ଭହୋଇଛିପୂଜା।ବିଦେଶରେରହୁଥିବାସଦସ୍ୟଘରକୁଫେରିଛନ୍ତିଏକାଠିହୋଇମାଆଙ୍କୁପୂଜୁଛନ୍ତି।ପ୍ରସିଦ୍ଧଢ଼ାକ୍ଓଧୁନୁଚିଧରିଧଳା-ଲାଲଶାଢ଼ୀପିନ୍ଧିନାଚୁଛନ୍ତିମହିଳା।ଓଟିଭିଟିମ୍ବିଏଥିରେସାମିଲହୋଇଛି।ଉତ୍ତରକୋଲକାତାରବଦନଚନ୍ଦ୍ରରାୟଙ୍କ୧୦୦ବର୍ଷପୁରୁଣାଘରେଜମିଥିଲାମହୋଲ୍।ଯାହାକୁଦେଖିବାକୁଦୂରଦୂରାନ୍ତରୁଛୁଟିଆସିଛନ୍ତିଲୋକେ।...
ଏପୂଜାପେଣ୍ଡାଲରନାଁରୟାଲ୍ପ୍ୟାଲେସ।ଯାହାକିଏକବିଶାଳରାଜକୀୟପ୍ରାସାଦରଅନୁଭୂତିଦେଉଛି।ବେହଲାରେଗଢ଼ିଉଠିଛିଅଦ୍ଭୁତପ୍ୟାଲସ୍।ଆଖିଆଗରେଏତେବଡ଼ଅଦ୍ୱିତୀୟକାରୁକାର୍ଯ୍ୟସହବିଶାଳମାର୍ବଲରେନିର୍ମାଣମହାଦେବଙ୍କବିଗ୍ରହଦେଖିବାମାତ୍ରେଶିହରଣସୃଷ୍ଟିକରୁଛି।ମାଆଏଠିଶିବାନୀଆଉଏପେଣ୍ଡାଲବୁନ୍ଦେଲଖଣ୍ଡରଶିବାନୀଧାମରପ୍ରତିକୃତି।...
ବିଶ୍ବରସବୁଠୁବଡ଼ମନ୍ଦିରହେଉଅବାବଡ଼ଟାୱାର।ମାଆଦୁର୍ଗାଙ୍କଆଗମନସହକୋଲକାତାରେଏକାଠିହେଇଛିସାରାବିଶ୍ବ।ଏଇଯେମିତିଆମେରିକାନ୍ୟୁଜର୍ସିରେଥିବାସ୍ବାମୀନାରାୟଣଙ୍କଅକ୍ଷାରଧାମମନ୍ଦିର।ଶ୍ରୀଭୂମିକ୍ଳବ୍ପୂଜାରେଏଥରବିଶ୍ବରସବୁଠୁବଡ଼ହିନ୍ଦୁମନ୍ଦିରଆକାରରବିଶାଳପେଣ୍ଡାଲହେଇଛି।
ସେହିପରିସଲ୍ଟଲେକଅଞ୍ଚଳରପୂଜାପେଣ୍ଡାଲପାଲଟିଯାଇଛିଦୁବାଇରବୁର୍ଜଖଲିଫା, ଟୁଇନ୍ଟାୱାରଭଳିଅନେକକିଛି।ଖାଲିଯେପେଣ୍ଡାଲହେଇଛିତାନୁହେଁଭରପୁରଆଲୋକସଜ୍ଜାଆଉଆଖିଝଲସାଲାଇଟ୍ବିଚମକେଇଦେଇଛିଦର୍ଶକଙ୍କୁ।
ପ୍ରତିବର୍ଷଦୁର୍ଗାପୂଜାଆସିଲେସତେଯେମିତିକୋଲକାତାପାଲଟିଯାଏକାନଭାସଆଉଆଙ୍କିହେଇଯାଏଅନେକରଙ୍ଗବେରଙ୍ଗରଛବି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/kolkata-2025-09-28-20-46-07.jpg)