Advertisment

Shree Mandir Committee Meeting: ହାଇଲେବୁଲ୍ ବୈଠକ, ଖୁବଶୀଘ୍ର ଗଣତିମଣତି

ଗତ ରତ୍ନଭଣ୍ଡାର ହାଇଲେବୁଲ ମିଟିଂରେ ଅଳଙ୍କାର ଗଣତି ମଣତି ଚିଠା ପ୍ରସ୍ତାବ ଆଗତ ହୋଇ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇସାରିଛି। ଆଜି ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ।

Puri

Puri Photograph: (OTV)

Advertisment

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ। ରତ୍ନ ଭଣ୍ଡାର ଅଳଙ୍କାର ଗଣତି ମଣତି ଉପରେ ବିସ୍ତୃତ ଆଲୋଚନା ହେବ।

Advertisment

ଗତ ରତ୍ନଭଣ୍ଡାର ହାଇଲେବୁଲ ମିଟିଂରେ ଅଳଙ୍କାର ଗଣତି ମଣତି ଚିଠା ପ୍ରସ୍ତାବ ଆଗତ ହୋଇ ବିସ୍ତୃତ ଭାବେ ଆଲୋଚନା ମଧ୍ୟ ହୋଇସାରିଛି। ଆଜି ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପି, ନୀତି ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଅଛନ୍ତି। 

ଫୋକସରେ ରତ୍ନ ଗଣତି  
ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ
ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି ନେଇ ଆଲୋଚନା
ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଚାରବିମର୍ଶ
ଗଜପତି ମହାରାଜା ଅଧ୍ୟକ୍ଷତାରେ ଆଲୋଚନା 

Advertisment

Jagannath Temple Administration Puri Temple Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ