Srimandir Photograph: (OTV)
ଶ୍ରୀମନ୍ଦିର ଧାଡ଼ି ଦର୍ଶନ ଢାଞ୍ଚାରେ ସାମ୍ନାକୁ ଆସିଛି ତ୍ରୁଟି। ଲାଗୁ ହୋଇଥିବା ନିୟମ ସ୍ଥିତିକୁ ଗଲା ବେଳେ ଏଥିରେ ସାମାନ୍ୟ ତ୍ରୁଟି ଦେଖା ଦେଲା। ଫଳରେ ଏହାକୁ ସ୍ଥଗିତ ରଖାଯାଇଛି।
ତେବେ ଉକ୍ତ ତ୍ରୁଟିକୁ ସୁଧାରି ଖୁବଶୀଘ୍ର ଲାଗୁ କରାଯିବ ବୋଲି ସଙ୍କେତ ଦେଇଛନ୍ତି ଆଇନମନ୍ତ୍ରୀ। ତ୍ରୁଟି ସୁଧାରିବାକୁ କାର୍ଯ୍ୟ କରୁଥିବା ଏଜେନ୍ସି ମାନଙ୍କୁ କୁହାଯାଇଛି ଓ ତାକୁ ଟେକ୍ନୋଲୋଜି ଉପଯୋଗ କରି ସୁଧାରିବା ପାଇଁ ଚେଷ୍ଟା ଚାଲିଛି।
ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟି ଶୂନ୍ୟ ହେଲେ ଲାଗୁ କରାଯିବା ସହ ଭକ୍ତଙ୍କ ମନ୍ଦିର ପ୍ରବେଶ ଓ ପ୍ରସ୍ଥାନ ପ୍ରକ୍ରିୟାକୁ ବି ଆହୁରି ସୁଗମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଭିନ୍ନକ୍ଷମ ଓ ବୟସ୍କଙ୍କ ସହ ପୁରୀ ଲୋକଙ୍କ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଉପରେ ବି ବିଚାର କରାଯାଉଥିବା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।...
ଢାଞ୍ଚାଗତ ତ୍ରୁଟି ଧାଡ଼ି ଦର୍ଶନରେ ବାଧା
ଶ୍ରୀମନ୍ଦିର ଧାଡ଼ି ଦର୍ଶନ ଢାଞ୍ଚାରେ ସାମ୍ନାକୁ ଆସିଛି ତ୍ରୁଟି
ଲାଗୁ ବେଳେ ସାମାନ୍ୟ ତ୍ରୁଟି ଦେଖାଦେବାରୁ ସ୍ଥଗିତ ରହିଛି
ତ୍ରୁଟି ସୁଧାରି ଖୁବଶୀଘ୍ର ଲାଗୁ ହେବା ନେଇ ଆଇନ ମନ୍ତ୍ରୀଙ୍କ ସଙ୍କେତ
ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ସହ ପୁରୀବାସୀଙ୍କ ଦର୍ଶନ ଉପରେ ବି ବିଚାର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/02/srimandir-2026-01-02-14-45-27.jpg)