Advertisment
ଲଘୁଚାପଜନିତ ଲଗାଣ ବର୍ଷାରେ ବେହାଲ ଲମତାପୁଟ। ଦିନତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ଏଠାରେ ଏଥର ହେବାକୁଥିବା ରାବଣପୋଡ଼ିର ଉତ୍ସାହ ସମ୍ପୂର୍ଣ୍ଣ ମଉଳି ଯାଇଛି। ଫିକା ପଡିଯାଇପାରେ ରାବଣପୋଡ଼ି ।