Advertisment

CM's Wife Dances: ଦାଣ୍ଡିଆ ନାଚିଲେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ

ନବରାତ୍ରୀରେ ନୂଆପଡ଼ା ଜିଲ୍ଲା ଵୈଷ୍ଣୋଦେବୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଧର୍ମପତ୍ନୀ କୌଶଲ୍ୟା ସାଏ । ନବରାତ୍ରୀ ଅବସରରେ ଆୟୋଜିତ ଦାଣ୍ଡିଆ ନୃତ୍ୟରେ ଯୋଗଦାନ କରି ସ୍ଥାନୀୟ ଯୁବତୀ ଓ ମହିଳାଙ୍କ ସହ ନାଚିଥିଲେ କୌଶଲ୍ୟା ସାଏ ।

Navratri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ