Advertisment

Blood Splatter Inside Shrimandir: ଶ୍ରୀମନ୍ଦିର ଭିତରରେ ପଡ଼ିଲା ରକ୍ତ ଛିଟା, ସାଧାରଣ ଦର୍ଶନ ବନ୍ଦ

ମହାପ୍ରଭୁଙ୍କର ହେଉଛି ବଡ଼ ମହାସ୍ନାନ । ଗୋପାଳ ବଲ୍ଲଭ ନୀତି ହେବାକୁ ଥିବାବେଳେ ରକ୍ତ ଛିଟା ଦେଖିଲେ ସେବାୟତ ଫଳରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବୃଦ୍ଧି ପାଇଛି । ମହାସ୍ନାନ ଯୋଗୁ ପ୍ରାୟ ଘଣ୍ଟାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି ।

Sri mandira

Sri mandira Photograph: (OTV)

Advertisment

ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡ଼ିଲା ରକ୍ତଛିଟା । ମହାପ୍ରଭୁଙ୍କର ହେଉଛି ବଡ଼ ମହାସ୍ନାନ । ଗୋପାଳ ବଲ୍ଲଭ ନୀତି ହେବାକୁ ଥିବାବେଳେ ରକ୍ତ ଛିଟା ଦେଖିଲେ ସେବାୟତ ଫଳରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ବୃଦ୍ଧି ପାଇଛି । ମହାସ୍ନାନ ଯୋଗୁ ପ୍ରାୟ ଘଣ୍ଟାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି । ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ ହେବ ସର୍ବସାଧାରଣ ଦର୍ଶନ । 

Advertisment

ମହାପ୍ରଭୁଙ୍କ ବଡ଼ ମହାସ୍ନାନ
ଶ୍ରୀମନ୍ଦିର ଭିତର କାଠ ନିକଟରେ ପଡ଼ିଲା ରକ୍ତଛିଟା
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ
ଗୋପାଳ ବଲ୍ଲଭ ନୀତି ହେବାକୁ ଥିବାବେଳେ ରକ୍ତ ଛିଟା ଦେଖିଲେ ସେବାୟତ
ମହାପ୍ରଭୁଙ୍କ ମହାସ୍ନାନ ନୀତି ବଢ଼ିଲା, ପ୍ରାୟ ଘଣ୍ଟାଏ ସର୍ବସାଧାରଣ ଦର୍ଶନ ବନ୍ଦ
ମହାପ୍ରଭୁଙ୍କ ମହାସ୍ନାନ ନୀତି ପରେ ହେବ ସର୍ବସାଧାରଣ ଦର୍ଶନ

Puri Jagannath Temple Puri Sri Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ