Advertisment

Sura's Big Signal: ସୁରଙ୍କ ବଡ଼ ସଙ୍କେତ; ପୁଣି ନିର୍ବାଚନ ଲଢିବେ!

ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଲେ ସୁର। ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ପୁଣି ଲଢ଼ିବି କହିଲେ ସୁର। ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ ବୋଲି କହିଛନ୍ତି।

Sura Routray

Sura Routray Photograph: (OTV)

Advertisment

ପୁଣି ନିର୍ବାଚନ ଲଢ଼ିବେ ସୁର। ପୁଣି ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ସଙ୍କେତ ଦେଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। ଲୋକେ ଚାହିଁଲେ କଂଗ୍ରେସ ଟିକେଟରୁ ପୁଣି ଲଢ଼ିବି ବୋଲି କହିଛନ୍ତି ସୁର ରାଉତରାୟ। କହିଛନ୍ତି, ମୁଁ ଛାଡ଼ି ଦେଇଥିଲି ବୋଲି ଏଥର କଂଗ୍ରେସ ଜଟଣୀରେ ହାରିଲା। 

Advertisment

ଆଉ ଥରେ ଜଟଣୀରେ କଂଗ୍ରେସ ଆସିବ। ଲୋକଙ୍କ ସହ ମିଶୁଛୁ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛି। ଆମ ପାଖରେ ଶକ୍ତି ସଂଗଠନ, ପଇସା ଅଛି। ନିର୍ବାଚନ ଜିତିବୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ।

Congress Leader Sura Routray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ