Advertisment

Amar Patnaik: ପଦ୍ମ ଧରିବେ ବିଜେଡିର ବଡ଼ ନେତା! ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ଚର୍ଚ୍ଚାରେ ବିଜେଡି ନେତା ଅମର ପଟ୍ଟନାୟକ। ଆଜି ବିଜେପିରେ ସାମିଲ ହୋଇପାରନ୍ତି ଅମର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ। ଦଳୀୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିପାରନ୍ତି ଅମର।

Amar Patnaik

Amar Patnaik Photograph: (OTV)

Advertisment

ବିଜେଡିର ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା । ଆଜି ବିଜୁ ଜନତା ଦଳ ଛାଡ଼ି ସେ ବିଜେପିରେ ସାମିଲ ହୋଇପାରନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ପଦ୍ମ ଧରି ପାରନ୍ତି । ରାଜ୍ୟ ସଭାପତି ଏବଂ ପ୍ରଭାରୀଙ୍କ ଉପସ୍ଥିତିରେ ଅମର ପଦ୍ମ ଧରିବେ ବୋଲି ଚର୍ଚ୍ଚା ହେଉଛି । ତାଙ୍କ ସହ କିଛି ନୂଆପଡାର ବିଜେଡି ବି ନେତା ବି ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି ।
•    ପଦ୍ମ ଧରିବେ ବିଜେଡିର ବଡ଼ ନେତା
•    ଚର୍ଚ୍ଚାରେ ବିଜେଡି ନେତା ଅମର ପଟ୍ଟନାୟକ
•    ଆଜି ବିଜେପିରେ ସାମିଲ ହୋଇପାରନ୍ତି ଅମର 
•    ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ
•    ଦଳୀୟ ସଭାପତିଙ୍କ ଉପସ୍ଥିତିରେ ପଦ୍ମ ଧରିପାରନ୍ତି ଅମର
•    ନୂଆପଡ଼ାର କିଛି ବିଜେଡି ନେତା ବି ପଦ୍ମ ଧରୁଥିବା ଚର୍ଚ୍ଚା

Advertisment
Amar Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ