BJP Photograph: (OTV)
ଆଜି ରାଜ୍ୟ ବିଜେପିର ବଡ଼ ବୈଠକ। ବିଜେପି ପାର୍ଟି ଅଫିସରେ ସକାଳ ୧୦ଟାରେ ମିଟିଂ ରହିଛି। ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିବେ। ଏଥିସହ ସମସ୍ତ ମନ୍ତ୍ରୀମାନେ ବି ବୈଠକରେ ସାମିଲ ହେବେ।
କୁହାଯାଉଛି ଦଳର ସାଙ୍ଗଠନିକ ସ୍ଥିତି ଓ ରଣନୀତି ନେଇ ହେବ ଆଲୋଚନା। ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ରୁଦ୍ଧଦ୍ବାର ବୈଠକ କରିଥିଲେ। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଭାପତି ସାମିଲ ହୋଇଥିଲେ। ଏଥିସହ ଦିନକ ତଳେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରୁ ଫେରିଥିବାରୁ ଆଜିର ବୈଠକରେ କଣ ଆଲୋଚନା ହେବ, ତା ଉପରେ ସମସ୍ତଙ୍କ ନଜର।
• ଆଜି ରାଜ୍ୟ ବିଜେପିର ବଡ଼ ବୈଠକ
• ଆଜି ବସିବ ରାଜ୍ୟ ବିଜେପିର ଗୁରୁତ୍ବପୂର୍ଣ୍ଣ ବୈଠକ
• ପାର୍ଟି ମୁଖ୍ୟାଳୟରେ ସକାଳ ୧୦ଟାରେ ବସିବ ବୈଠକ
• ଦଳର ସମସ୍ତ MLAଙ୍କ ସହ ମୁଖ୍ୟମନ୍ତ୍ରୀ ବି ସାମିଲ ହେବେ
• ରାଜ୍ୟ ସଭାପତି ବି ବୈଠକରେ ଉପସ୍ଥିତ ରହିବେ
• ସାଙ୍ଗଠନିକ ସ୍ଥିତି ଓ ରଣନୀତି ନେଇ ଆଲୋଚନା ସମ୍ଭାବନା
• ନିକଟରେ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ବି କରିଥିଲେ ରୁଦ୍ଧଦ୍ବାର ବୈଠକ
• ଦିନକ ତଳେ ଦିଲ୍ଲୀ ଗସ୍ତରୁ ମୁଖ୍ୟମନ୍ତ୍ରୀ ଫେରିଥିବାରୁ ନାନା ଚର୍ଚ୍ଚା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/18/bjp-2025-12-18-08-58-19.jpg)