Advertisment

Shreemayee Mishra: ପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ, କହିଲେ କର୍ମୀ ବସିଛନ୍ତି ଅନାଇ...ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ

ପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ। ଗଲା କିଛି ଦିନ ଧରି ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ଘନ ଘନ ହମଲା ପରେ ଆଜି ପୁଣି ଥରେ ଫେସବୁକରେ ପୋଷ୍ଟ କରିଛନ୍ତି ଶ୍ରୀମୟୀ। ଜୟ ଢୋଲକିଆ ବିଜେପିରେ ଯିବା ନେଇ ଚର୍ଚ୍ଚା ହେବା ପରେ ନାଁ ନନେଇ ସେ ପାଣ୍ଡିଆନଙ୍କୁ ଟାଗେର୍ଟ କରିଛନ୍ତି।

Shreemayee Mishra

Shreemayee Mishra Photograph: (OTV)

Advertisment

ପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ। ଗଲା କିଛି ଦିନ ଧରି ବିଜେଡି, ନବୀନ ଏବଂ ପାଣ୍ଡିଆନଙ୍କୁ ଘନ ଘନ ହମଲା ପରେ ଆଜି ପୁଣି ଥରେ ଫେସବୁକରେ ପୋଷ୍ଟ କରିଛନ୍ତି ଶ୍ରୀମୟୀ। ଜୟ ଢୋଲକିଆ ବିଜେପିରେ ଯିବା ନେଇ ଚର୍ଚ୍ଚା ହେବା ପରେ ନାଁ ନନେଇ ସେ ପାଣ୍ଡିଆନଙ୍କୁ ଟାଗେର୍ଟ କରିଛନ୍ତି। ସେ ଲେଖିଛନ୍ତି କି, ‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’। ଖାଲି ସେତିକି ନୁହେଁ  ଦଳ ପାଇଁ ସନ୍ନ୍ୟାସୀ ଭାରି ଭୟଙ୍କର ବୋଲି ଲେଖିଛନ୍ତି। ନାଁ ନନେଇ ଥିଲେ ବି ଏହା ନବୀନ ଓ ପାଣ୍ଡିଆନଙ୍କୁ ନିଶାନା ବୋଲି ଚର୍ଚ୍ଚା କରାଯାଉଛି।

Advertisment

‘ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’
ପୁଣି ଶ୍ରୀମୟୀଙ୍କ ତେରଚ୍ଛା ବାଣ 
ଫେସବୁକରେ ଶ୍ରୀମୟୀଙ୍କ ପୋଷ୍ଟ
‘କର୍ମୀ ବସିଛନ୍ତି ଅନାଇ, ଦିଲ୍ଲୀରେ ଡିଲ୍ କରିଦେଲେ କହ୍ନେଇ’
ଜୟ ଢୋଲକିଆଙ୍କ ବିଜେପି ମିଶିବା ଚର୍ଚ୍ଚା ଭିତରେ ପୋଷ୍ଟ 
ଦଳ ପାଇଁ ସନ୍ନ୍ୟାସୀ ଭାରି ଭୟଙ୍କର ବୋଲି ଲେଖିଛନ୍ତି 
ନାଁ ନନେଇ ପାଣ୍ଡିଆନଙ୍କୁ କଡ଼ା ମାଡ଼ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ