MANMAT-RAUTRAY Photograph: (OTV)
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢିଲା ଅଡୁଆ। ମନ୍ମଥଙ୍କ ବିରୋଧରେ ମାମଲା ରୁଜୁ କରିଛି ଭୁବନେଶ୍ୱର ସାଇବର ଥାନା। ବିଜେପି ଲିଗାଲ ସେଲ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପତ୍ତଜନକ ମନ୍ତବ୍ୟ ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ ବିଜେପି ଲିଗାଲ ସେଲ। ମାମଲାରେ ମନ୍ମଥଙ୍କ ବିରୋଧରେ ଲାଗିଛି ୫ଟି ଦଫା। ...ଏନେଇ ମନ୍ମଥଙ୍କ ସହ ଫୋନରେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଏବେ ସେ ମୁମ୍ବାଇରେ ଅଛନ୍ତି, ଭୁବନେଶ୍ବର ପହଂଚିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବେ।
ମନ୍ମଥଙ୍କ ବିରୋଧରେ ମାମଲା
ବିଜେଡି ନେତା ମନ୍ମଥ ରାଉତରାୟଙ୍କ ପାଇଁ ବଢ଼ିଲା ଅଡୁଆ
ମନ୍ମଥଙ୍କ ବିରୋଧରେ ଭୁବନେଶ୍ବର ସାଇବର ଥାନାରେ ମାମଲା ରୁଜୁ
ବିଜେପି ଲିଗାଲ୍ ସେଲ୍ ଅଭିଯୋଗ ଆଧାରରେ ମାମଲା ରୁଜୁ
ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗ
ମୁମ୍ବାଇରେ ଅଛି, ଭୁବନେଶ୍ବରରେ ପହଂଚିଲେ ପ୍ରତିକ୍ରିୟା ରଖିବି: ମନ୍ମଥ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/28/manmat-rautray-2025-11-28-11-50-50.jpg)