Amit Shah Photograph: (OTV)
ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ସେ ରାଜ୍ୟ ସଂଗଠନ ବାବଦରେ ନେତୃତ୍ଵ ମାନଙ୍କ ସହ ଆଲୋଚନା କରିବେ। ଏହି ସମୟରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ତୁଙ୍ଗ ନେତା ମାନେ ଉପସ୍ଥିତ ରହିବେ ।
ରାଜ୍ୟ କାର୍ଯ୍ୟାଳୟରେ ଅମିତ ଶାହ ପ୍ରାୟ ୧ ଘଣ୍ଟା ଧରି ରୁଦ୍ଧଦ୍ୱାର ବୈଠକରେ ରାଜ୍ୟସଭା ଗଣିତକୁ ନେଇ ହିସାବ ନିକାଶ କରିବେ ବୋଲି କୁହାଯାଉଛି। ବିଜେପି ପାର୍ଟି ଅଫିସରେ ପହଞ୍ଚିଛନ୍ତି ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ରାଜ୍ୟ ସଙ୍ଗଠନ ବାବଦରେ ନେତୃତ୍ବଙ୍କ ସହ କରିବେ ଆଲୋଚନା
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ
ବିଜେପି ପାର୍ଟି ଅଫିସରେ ପହଞ୍ଚିଲେ ଦିଲ୍ଲୀପ ରାୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/06/amit-shah-2026-03-06-19-30-22.jpg)