Advertisment

Ajit Pawar's Last Rites Under Way: ଜନସମୁଦ୍ର ପାଲଟିଛି ବାରାମତୀ, ଶେଷ ଦର୍ଶନ ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ

ଜନସମୁଦ୍ର ପାଲଟିଛି ମହାରାଷ୍ଟ୍ର ବାରାମତୀ। ଲୁହ ଭିଜା ଆଖିରେ କୋହ ଭରା କଣ୍ଠରେ ଅଜିତ ପାୱାରଙ୍କୁ ଶେଷ ଦର୍ଶନ କରୁଛନ୍ତି ନେତା, କର୍ମୀ, ପ୍ରଂଶସକ ଓ ପ୍ରୀୟଜନ।

Ajit Pawar

Ajit Pawar Photograph: (OTV)

Advertisment

ଜନସମୁଦ୍ର ପାଲଟିଛି ମହାରାଷ୍ଟ୍ର ବାରାମତୀ। ଲୁହ ଭିଜା ଆଖିରେ କୋହ ଭରା କଣ୍ଠରେ ଅଜିତ ପାୱାରଙ୍କୁ ଶେଷ ଦର୍ଶନ କରୁଛନ୍ତି ନେତା, କର୍ମୀ, ପ୍ରଂଶସକ ଓ ପ୍ରୀୟଜନ। ଲକ୍ଷାଧିକ ଲୋକଙ୍କ ଭିଡ଼ ଜମିଛି ବାରାମତୀ ବିଦ୍ୟା ପ୍ରତିଷ୍ଠାନରେ। ରାଷ୍ଟ୍ରୀୟ ମର୍ଯ୍ୟଦା ପରେ ହିନ୍ଦୁ ରୀତି ନୀତି ଅନୁସାରେ, ଚାଲିଛି ଅନ୍ତିମ ସତ୍କାର।

Advertisment

ପୁଅ ପାର୍ଥ ଓ ଜୟ ବାପାଙ୍କ ଶେଷକୃତ୍ୟ ନୀତି କରୁଛନ୍ତି, ପାଖରେ ଭଉଣୀ ତଥା ସାଂସଦ ସୁପ୍ରିୟା ସୁଲେ ବି ରହିଛନ୍ତି। ଅଜିତଙ୍କୁ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ, ନୀତିନ ଗଡ଼କାରୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ।

Maharashtra Ajit Pawar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ