Advertisment

BJP Leader's House Attacked: ବିଜେପି ନେତାଙ୍କ ଘରେ ଭଙ୍ଗାରୁଜା: ବନ୍ଧା ହେଲେ ୮ ଜଣ

ମୋହନାରେ ବିଜେପି ନେତାଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଛି।

BJP Leader House Attacked

BJP Leader House Attacked Photograph: (OTV)

Advertisment

ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ୍ ଗାଁରେ ବିଜେପି ନେତାଙ୍କ ଘରେ ଭଙ୍ଗାରୁଜା ଘଟଣାରେ ୮ ଗିରଫ। ଶିବରାମ ସୁଆରଙ୍କ ଘରେ ଭଙ୍ଗାରୁଜା ସହ ପରିବାର ଲୋକଙ୍କୁ ଆକ୍ରମଣ ମାମଲାରେ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମୋହନା ପୋଲିସ। 

Advertisment

ଉତ୍ତେଜନାକୁ ଦୃଷ୍ଟିରେ ରଖି ଚାନ୍ଦିପୁଟ ଗାଁରେ ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ସୋମବାର କିଛି ଯୁବକ ଶିବରାମ ସୁଆରଙ୍କ ଘରେ ପଶି ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଥିଲେ l ଏହାକୁ ନେଇ ଗାଁରେ ଉତ୍ତେଜନା ପରିସ୍ଥିତି ମଧ୍ୟ ଉପୁଜିଥିଲା।

BJP Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ