ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା 'ଦାନା'। ସମୁଦ୍ର ଭିତରେ ଭୀଷଣ ବାତ୍ୟାର ରୂପ ନେଇସାରିଛି । ଆଜି ରାତିରୁ ୨୫ ତାରିଖ ସକାଳ ଭିତରେ ଭିତରକନିକା ଓ ଧାମରା ମଧ୍ୟରେ ଲ୍ୟାଣ୍ଡଫଲ କରିବ। 'ଦାନା' ଆସିବା ପୂର୍ବରୁ ଧାମରା ଆକାଶ ମେଘାଚ୍ଛନ୍ନ। ଧାମରାରେ କିଭଳି ରହିଛି ସ୍ଥିତି ଦେଖନ୍ତୁ କିଛି ଝଲକ...
Published By: Sonali Ojha
Last updated: 24 October 2024, 10:29 AM IST
ଦାନା ପୂର୍ବରୁ ଧାମରା ବନ୍ଦର ଦୃଶ୍ୟ
ମାଇକ ଯୋଗେ ଲୋକଙ୍କୁ ସତର୍କ କରାଯାଉଛି
ଜାଲ, ଡଙ୍ଗା ସାଇତି ରଖୁଛନ୍ତି ଧୀବର
କୂଳରେ ବନ୍ଧା ସରିଲାଣି ଟ୍ରଲର, ଡଙ୍ଗା
ବାତ୍ୟା ପାଇଁ ସବୁ ସଜାଗ
ଖାଁ ଖାଁ ସମୁଦ୍ର ତଟ