କ୍ରୀଡ଼ା Photo Gallery ଟିମ୍ ଇଣ୍ଡିଆର ଘର ବାହୁଡ଼ା...ଦେଖନ୍ତୁ କିଛି ଝଲକ... ସ୍ବଦେଶ ଫେରିଲା ଟିମ୍ ଇଣ୍ଡିଆ। ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ। ଆଉ ବିଶ୍ବ ବିଜୟୀ ଟିମର ଗୋଟିଏ ଝଲକ ପାଇବା ପାଇଁ ଗତକାଲି ରାତିରୁ ଜମିଛି ଭିଡ଼। ବିମାନ ବନ୍ଦର ବାହାରେ ଶହ ଶହ ସଂଖ୍ୟାରେ ଫ୍ୟାନ୍ ଆସି ଅପେକ୍ଷା କରି ରହିଛନ୍ତି। 04 Jul 2024 08:05 ISTSonali Ojha Follow UsRohitAdvertisment 1/4ବିଶ୍ୱକପ୍ ହାତରେ ଧରି ପହଞ୍ଚିଲେ ରୋହିତ୍ ଆଣ୍ଡ ଟିମ୍ 2/4ଭାରତୀୟ ଟିମ୍ର ଘର ବାହୁଡା 3/4ଦିଲ୍ଲୀ ବିମାନ ବନ୍ଦରରେ ଭାରତୀୟ କ୍ରିକେଟ୍ ଟିମ୍ 4/4ଏହି ସ୍ୱତନ୍ତ୍ର ଫ୍ଲାଇଟ୍ରେ ଫେରିଲେ ଟିମ୍ ଇଣ୍ଡିଆ ଖେଳାଳି Read More