Bad Habbit
Advertisment
/odishatv-khabar/media/post_attachments/uploadimage/library/16_9/16_9_0/Bad_Habbit_1722666133.jpg)
1/8
ଦୈନନ୍ଦିନ ଜୀବନରେ ଛାଡ଼ନ୍ତୁ ଏହି ୭ଟି ଅଭ୍ୟାସ, ଆଉ ଖୁସିରେ ରୁହନ୍ତୁ
/odishatv-khabar/media/post_attachments/uploadimage/library/16_9/16_9_0/Bad_Habbit_1722666196.jpg)
2/8
ନେଗେଟିଭ୍ ଚିନ୍ତାଧାରା: ସବୁବେଳେ ନାକାରାତ୍ମକ ଚିନ୍ତା ଆଉ ଖରାପ ସମୟର ପରିକଳ୍ପନା କରିବା ଦ୍ୱାରା ଆପଣଙ୍କ ଟେନ୍ସନ୍ ବଢ଼ିପାରେ ।
/odishatv-khabar/media/post_attachments/uploadimage/library/16_9/16_9_0/Bad_Habit_1722666261.jpg)
3/8
ଖାଦ୍ୟପେୟ: ଅସ୍ୱାସ୍ଥ୍ୟକର ଖାଦ୍ୟ ମାନସିକ ଓ ଶାରୀରିକ କ୍ଷତି ପହଞ୍ଚାଇଥାଏ । ଏହା ମଧ୍ୟ ମାନସିକ ଚିନ୍ତାର ଏକ କାରଣ ହୋଇପାରେ ।
/odishatv-khabar/media/post_attachments/uploadimage/library/16_9/16_9_0/Bad_Habit_1722666397.jpg)
4/8
ଓଭର ଥିଙ୍କିଙ୍ଗ୍: କିଛି ବି ଘଟଣାକୁ ନେଇ ଅଧିକ ଚିନ୍ତା କରିବା ଆଉ ବାରମ୍ବାର ସେଇ କଥା ଭାବିବା ଦ୍ୱାରା ଟେନ୍ସନ୍ ତଥା ମାନସିକ ଚାପ ବଢ଼ିଥାଏ ।
/odishatv-khabar/media/post_attachments/uploadimage/library/16_9/16_9_0/Bad_Habit_1722666483.jpg)
5/8
ସ୍ୱଳ୍ପ ନିଦ୍ରା: ସମ୍ପୂର୍ଣ୍ଣ ନିଦ ନହେବା ବା କମ୍ ଶୋଇବା ଦ୍ୱାରା ଟେନ୍ସନ୍ ଓ ଷ୍ଟ୍ରେସ୍ ବଢ଼ିଥାଏ ।
/odishatv-khabar/media/post_attachments/uploadimage/library/16_9/16_9_0/Bad_Habit_1722666572.jpg)
6/8
ମ୍ୟାନେଜ୍ କରିବା: ବୃତ୍ତିଗତ କାମ ଓ ପରିବାରିକ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନପାରିଲେ କିମ୍ବା ସେଗୁଡ଼ିକୁ ସଠିକ୍ ଢ଼ଙ୍ଗରେ ମ୍ୟାନେଜ୍ ନକରିପାରିଲେ ମାନସିକ ଚିନ୍ତା ବଢ଼ିଥାଏ ।
/odishatv-khabar/media/post_attachments/uploadimage/library/16_9/16_9_0/Bad_Habit_1722666739.jpg)
7/8
ବୃତ୍ତିଗତ କାମ ଓ ପରିବାରିକ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନପାରିଲେ କିମ୍ବା ସେଗୁଡ଼ିକୁ ସଠିକ୍ ଢ଼ଙ୍ଗରେ ମ୍ୟାନେଜ୍ ନକରିପାରିଲେ ମାନସିକ ଚିନ୍ତା ବଢ଼ିଥାଏ ।
8/8
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us