ଦୈନନ୍ଦିନ ଜୀବନରେ ଛାଡ଼ନ୍ତୁ ଏହି ୭ଟି ଅଭ୍ୟାସ, ଆଉ ଖୁସିରେ ରୁହନ୍ତୁ
Published By: Satyendu Shekher Mishra
Last updated: 03 August 2024, 12:04 PM IST
ଦୈନନ୍ଦିନ ଜୀବନରେ ଛାଡ଼ନ୍ତୁ ଏହି ୭ଟି ଅଭ୍ୟାସ, ଆଉ ଖୁସିରେ ରୁହନ୍ତୁ
ନେଗେଟିଭ୍ ଚିନ୍ତାଧାରା: ସବୁବେଳେ ନାକାରାତ୍ମକ ଚିନ୍ତା ଆଉ ଖରାପ ସମୟର ପରିକଳ୍ପନା କରିବା ଦ୍ୱାରା ଆପଣଙ୍କ ଟେନ୍ସନ୍ ବଢ଼ିପାରେ ।
ଖାଦ୍ୟପେୟ: ଅସ୍ୱାସ୍ଥ୍ୟକର ଖାଦ୍ୟ ମାନସିକ ଓ ଶାରୀରିକ କ୍ଷତି ପହଞ୍ଚାଇଥାଏ । ଏହା ମଧ୍ୟ ମାନସିକ ଚିନ୍ତାର ଏକ କାରଣ ହୋଇପାରେ ।
ଓଭର ଥିଙ୍କିଙ୍ଗ୍: କିଛି ବି ଘଟଣାକୁ ନେଇ ଅଧିକ ଚିନ୍ତା କରିବା ଆଉ ବାରମ୍ବାର ସେଇ କଥା ଭାବିବା ଦ୍ୱାରା ଟେନ୍ସନ୍ ତଥା ମାନସିକ ଚାପ ବଢ଼ିଥାଏ ।
ସ୍ୱଳ୍ପ ନିଦ୍ରା: ସମ୍ପୂର୍ଣ୍ଣ ନିଦ ନହେବା ବା କମ୍ ଶୋଇବା ଦ୍ୱାରା ଟେନ୍ସନ୍ ଓ ଷ୍ଟ୍ରେସ୍ ବଢ଼ିଥାଏ ।
ମ୍ୟାନେଜ୍ କରିବା: ବୃତ୍ତିଗତ କାମ ଓ ପରିବାରିକ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନପାରିଲେ କିମ୍ବା ସେଗୁଡ଼ିକୁ ସଠିକ୍ ଢ଼ଙ୍ଗରେ ମ୍ୟାନେଜ୍ ନକରିପାରିଲେ ମାନସିକ ଚିନ୍ତା ବଢ଼ିଥାଏ ।
ବୃତ୍ତିଗତ କାମ ଓ ପରିବାରିକ ଦାୟିତ୍ୱ ଠିକ୍ ଭାବେ ତୁଲାଇ ନପାରିଲେ କିମ୍ବା ସେଗୁଡ଼ିକୁ ସଠିକ୍ ଢ଼ଙ୍ଗରେ ମ୍ୟାନେଜ୍ ନକରିପାରିଲେ ମାନସିକ ଚିନ୍ତା ବଢ଼ିଥାଏ ।
ଅଯଥା କଥାରେ ମୁଣ୍ଡ ପୁରାନ୍ତୁ ନାହିଁ । ମାନସିକ ଚିନ୍ତା ବଢ଼ିବାର ଏହା ମଧ୍ୟ ଏକ କାରଣ ।