୪୫ ଦିନ ଧରି ଚାଲିଥିବା ପ୍ରୟାଗରାଜ ମହାକୁମ୍ଭରେ ଦୈନିକ ଘଟିଚାଲିଛି ଅନେକ ବିଚିତ୍ର ଘଟଣା। କେଉଁଠି ଆଳତୀ ଚାଲିଛି ତ କେଉଁଠି ବିଚିତ୍ର ବେଶ ହୋଇଛନ୍ତି ସାଧୁ। କେଉଁଠି ଭୋରୁ ଭୋରୁ ଭକ୍ତ ବୁଡ଼ ପକାଉଛନ୍ତି ତ କେଉଁଠି ସ୍ନାନ ପାଇଁ ପହଞ୍ଚିଛନ୍ତି କବି।
Published By: Amaresh Biswal
Last updated: 22 January 2025, 04:54 PM IST
ପ୍ରୟାଗରାଜ ମହାକୁମ୍ଭ ମେଳାର ସଙ୍ଗମ ସ୍ଥଳରେ ପବିତ୍ର ଗଙ୍ଗା ଆଳତୀ
ପ୍ରୟାଗରାଜରେ ସକାଳୁ ସକାଳୁ ପବିତ୍ର ବୁଡ଼
ପବିତ୍ର ବୁଡ଼ ପକାଉଛନ୍ତି ହିନ୍ଦିର ଜଣାଶୁଣା କବି କୁମାର ବିଶ୍ୱାସ
ମହାକୁମ୍ଭ ମେଳା ଅବସରରେ ନୌକା ବିହାରର ମଜା ନେଉଛନ୍ତି ଭକ୍ତ
ପ୍ରୟାଗରାଜରେ ବ୍ୟସ୍ତ ନଦୀର ଦୃଶ୍ୟ
ମହାକୁମ୍ଭ ମେଳା ଅବସରରେ ପ୍ରୟାଗରାଜରେ ନୌବିହାର କରୁଛନ୍ତି ପର୍ଯ୍ୟଟକ