Advertisment

ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟରଙ୍କୁ ଭବ୍ୟ ସ୍ୱାଗତ: ମଥାରେ ଲଗାଇଲେ ଚନ୍ଦନ, ଖାଇଲେ ତରଭୁଜ ଓ ଜୁସ୍‌

କାହା ମଥାରେ ଲଗାଇ ଦିଆଯାଉଛି ଫୁଲ ଚନ୍ଦନ...ତ ଆଉ କାହା ଉପରେ କରାଯାଉଛି ପାଣି ସ୍ପ୍ରେ। ହାତରେ ପରିଚୟପତ୍ର ଖଣ୍ଡେ ଖଣ୍ଡେ ଧରି ଲମ୍ବା ଧାଡ଼ିରେ ଅପେକ୍ଷାରତ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ମତଦାତା। ଯୁବଠୁ ବୟସ୍କ ଅବା ଦିବ୍ୟାଙ୍ଗ ଭୋଟର। ୪୦ ଡିଗ୍ରୀରୁ ଅଧିକ ତାତିରେ ବି ଉତ୍ସାହର ସହ ନିଜକୁ ସାମିଲ କରିଛନ୍ତି ଗଣତନ୍ତ୍ରର ମହାନ ପର୍ବରେ।

 ବିଧାୟକ ବାଛିଲା ଝାରସୁଗୁଡ଼ା

ବିଧାୟକ ବାଛିଲା ଝାରସୁଗୁଡ଼ା

Advertisment
Voters
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ